ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଟିମ୍ ଇଣ୍ଡିଆ ଅଧିନାୟକଙ୍କ ପ୍ରତିକ୍ରିୟା : ସୂର୍ଯ୍ୟକୁମାର କହିଲେ, ଦେଶର ନେତା ଫ୍ରଣ୍ଟଫୁଟ୍‌ରେ ବ୍ୟାଟିଂ କଲେ ବଢ଼ିଯାଏ ଉତ୍ସାହ

Advertisment

ଚଳିତ ଥରର ଏସିଆ କପ୍ ଯେତିକି ରୋଚକ ଥିଲା, ସେତିକି ଚର୍ଚ୍ଚା ମଧ୍ୟ ସାଉଁଟିଛି । ଆଉ ବିବାଦ ମଧ୍ୟ କିଛି କମନଥିଲା। ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟୱାର ଚାଲିଛି

ଚଳିତ ଥରର ଏସିଆ କପ୍ ଯେତିକି ରୋଚକ ଥିଲା, ସେତିକି ଚର୍ଚ୍ଚା ମଧ୍ୟ ସାଉଁଟିଛି । ଆଉ ବିବାଦ ମଧ୍ୟ କିଛି କମନଥିଲା। ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟୱାର ଚାଲିଛି

38

Photograph: (kanaknews)

କନକବ୍ୟୁରୋ : ଚଳିତ ଥରର ଏସିଆ କପ୍ ଯେତିକି ରୋଚକ ଥିଲା, ସେତିକି ଚର୍ଚ୍ଚା ମଧ୍ୟ ସାଉଁଟିଛି । ଆଉ ବିବାଦ ମଧ୍ୟ କିଛି କମନଥିଲା। ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟୱାର ଚାଲିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆ କପ ୨୦୨୫ ଫାଇନାଲରେ ଭାରତର ବିଜୟ ଉପରେ ଏକ ଟୁଇଟ୍‌ କରିଥିଲେ। ପ୍ରଧାନମନ୍ତ୍ରୀ  ମୋଦି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ଭାରତର ବିଜୟକୁ ଅପରେଶନ ସିନ୍ଦୂର ସହିତ ଯୋଡ଼ିଥିଲେ । ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହାକୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି। ଦେଶର ନେତାଙ୍କୁ ଫ୍ରଣ୍ଟ ଫୁଟରେ ବ୍ୟାଟିଂ କରିବା ଦେଖିବା ବହୁତ ଭଲ ଲାଗୁଛି ବୋଲି ସେ କହିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe