କନକ ବ୍ୟୁରୋ : ଗୁରୁ ଦିବସରେ ଶିକ୍ଷକଙ୍କ ଧାରଣା । କଳାଦିବସ ପାଳିଲେ ବେସରକାରୀ ଅଧ୍ୟାପକ । ସରକାରୀ ମାନ୍ୟତା ଦାବିରେ ୧୯ ଦିନ ଧରି କଲମ ଛାଡ଼ ଆନ୍ଦୋଳନରେ ବସିଛନ୍ତି ଅଧ୍ୟାପକ ଅଧ୍ୟାପିକା । ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଡାକରାରେ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବାକୁ ଦାବି କରାଯାଇଛି । ଏପରିକି କର୍ମଚାରୀମାନେ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଥିବାରୁ ପାଠପଢ଼ା ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି ।
ଗୁରୁ ଦିବସରେ ଗୁରୁ ପାଳିଲେ କଳା ଦିବସ; ୫ ଦଫା ଦାବିରେ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗର୍ଜନ
ଅଧ୍ୟାପକ କର୍ମଚାରୀ ସଂଘ ଡାକରାରେ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବାକୁ ଦାବି କରାଯାଇଛି ।
/kanak/media/media_files/2025/09/05/teachers-protest-2025-09-05-17-28-37.jpg)