ଟାଟା ପାୱାର କର୍ମଚାରୀଙ୍କୁ ଆକ୍ରମଣ ; ଇଲେକ୍ଟ୍ରି ବିଲ୍ ଆଦାୟ ପାଇଁ ଯାଇଥିବାବେଳେ କଟୁରୀରେ ହାଣିଲେ ଯୁବକ

ପୁରୀ କାକଟପୁରରେ ଟାଟା ପାୱାର କର୍ମଚାରୀଙ୍କୁ ଆକ୍ରମଣ  । ଇଲେକ୍ଟ୍ରି ବିଲ ଆଦାୟ ପାଇଁ ଯାଇଥିବାବେଳେ କଟୁରୀରେ ହାଣିଲେ ଯୁବକ । ଆହତ କର୍ମଚାରୀ ମେଡିକାଲରେ ଭର୍ତ୍ତି  ।

7tata

କନକ ବ୍ୟୁରୋ: କାକଟପୁର ବ୍ଲକ ମହାଦବେସ୍ତ ଗ୍ରାମରେ ଅଭାବନୀୟ ଘଟଣା । ଟାଟା ପାୱାର କର୍ମଚାରୀଙ୍କୁ କଟୁରୀରେ ମାରଣାତ୍ମକ ଆକ୍ରମଣ । ଇଲେକ୍ଟ୍ରି ବିଲ୍ ଆଦାୟ କରିବାକୁ ଯାଉଥିବା ବେଳେ ସନ୍ଦିଗ୍ଧ ଯୁବକ କଲା ଆକ୍ରମଣ । ୠୁରୁତର ଅବସ୍ଥାରେ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଆକ୍ରମଣର ଶିକାର ହୋଇଥିବା ଟାଟା ପାୱାର କର୍ମଚାରୀ ହେଉଛନ୍ତି ଦୁର୍ୟ୍ୟୋଧନ ଦଳାଇ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe