କନକ ବ୍ୟୁରୋ: କାକଟପୁର ବ୍ଲକ ମହାଦବେସ୍ତ ଗ୍ରାମରେ ଅଭାବନୀୟ ଘଟଣା । ଟାଟା ପାୱାର କର୍ମଚାରୀଙ୍କୁ କଟୁରୀରେ ମାରଣାତ୍ମକ ଆକ୍ରମଣ । ଇଲେକ୍ଟ୍ରି ବିଲ୍ ଆଦାୟ କରିବାକୁ ଯାଉଥିବା ବେଳେ ସନ୍ଦିଗ୍ଧ ଯୁବକ କଲା ଆକ୍ରମଣ । ୠୁରୁତର ଅବସ୍ଥାରେ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଆକ୍ରମଣର ଶିକାର ହୋଇଥିବା ଟାଟା ପାୱାର କର୍ମଚାରୀ ହେଉଛନ୍ତି ଦୁର୍ୟ୍ୟୋଧନ ଦଳାଇ।