ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ମନ୍ତ୍ରୀ କୃଷ୍ଣ ପାତ୍ର :କହିଲେ ନେତା କରୁଥିଲେ ତାଙ୍କ ଗୋଲାମଗିରି

Advertisment

ପୂର୍ବସରକାରଙ୍କ ଉପରେ ବର୍ଷିଲେ ମନ୍ତ୍ରୀ । ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍। ପୂର୍ବସରକାର ବେଳେ ଯାଜପୁର ନେତା କିପରି ଜଣେ ଚାକରର ଟ୍ରାଫିକ କଣ୍ଟ୍ରୋଲ କରୁଥିଲେ ସେହି କଥା କହି ବର୍ଷିଛନ୍ତି ମନ୍ତ୍ରୀ କୃଷ୍ଣପାତ୍ର।

ପୂର୍ବସରକାରଙ୍କ ଉପରେ ବର୍ଷିଲେ ମନ୍ତ୍ରୀ । ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍। ପୂର୍ବସରକାର ବେଳେ ଯାଜପୁର ନେତା କିପରି ଜଣେ ଚାକରର ଟ୍ରାଫିକ କଣ୍ଟ୍ରୋଲ କରୁଥିଲେ ସେହି କଥା କହି ବର୍ଷିଛନ୍ତି ମନ୍ତ୍ରୀ କୃଷ୍ଣପାତ୍ର।

pandiyan

କନକବ୍ୟୁରୋ: ପୂର୍ବସରକାରଙ୍କ ଉପରେ ବର୍ଷିଲେ ମନ୍ତ୍ରୀ । ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍। ପୂର୍ବସରକାର ବେଳେ ଯାଜପୁର ନେତା କିପରି ଜଣେ ଚାକରର ଟ୍ରାଫିକ କଣ୍ଟ୍ରୋଲ କରୁଥିଲେ ସେହି କଥା କହି ବର୍ଷିଛନ୍ତି ମନ୍ତ୍ରୀ କୃଷ୍ଣପାତ୍ର । ଯାଜପୁରରେ ବିଜେପି ସଦସ୍ୟତା କାର୍ୟ୍ୟକ୍ରମରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର। 

ଏଥି ପାଇଁ କଣ ଜନତା ତାଙ୍କୁ ଭୋଟ ଦେଇ ନିର୍ବାଚିତ କରି ବିଧାନସଭା କୁ ପଠାଇ ଥିଲେ କି?  ପରକ୍ଷରେ ବିଜେଡ଼ି ସରକାର ର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ ଙ୍କ ନାଁ ନ ନେଇ ମଧ୍ୟ ତାଙ୍କୁ ଆକ୍ଷେପ କରିଥିଲେ, ଆଉ ସେ ଚାକର ଜଣଙ୍କ ରାଜ୍ୟ ସାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକ୍ୟାପ୍ଟରେ ବୁଲୁଥିଲେ ବୋଲି କହି ପୂର୍ବସରକାରଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ,

ଆଉ ଦୀର୍ଘଦିନ ହେବ ବିରଜା ହାଟ କୁ ଯେଉଁ ମାନେ ଅନ୍ୟତ୍ର ନେଇ ଅତ୍ୟାଧୁନିକ ହାଟ କରିବେ ବୋଲି କହୁଥିଲେ ତୁରନ୍ତ ପୁର୍ନବାର ପୂର୍ବଭଳି ପୂର୍ବ ଜାଗାରେ  ବିରଜା ଙ୍କ ହାଟ  ହେବ ବୋଲି ସରକାରୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବା ସହ, ଯେଉଁ ବିଞ୍ଝାରପୁର ଯୋଗାଣ ଅଧିକାରୀ ଦୀର୍ଘ୍ ୧୪/୧୫ ବର୍ଷ ହେବ ଗରିବ ଙ୍କ ପାଇଁ କାର୍ୟ୍ୟ ନକରି ଗୋଲାମଗିରି କରୁଥିଲେ ଅନ୍ୟାୟ କରୁଥିଲେ ତାଙ୍କୁ ତୁରନ୍ତ ଜିଲ୍ଲା ପାର କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଆଉ ଯେଉଁ ଗରିବ ଲୋକ ମାନେ ଖାଦ୍ୟ ଯୋଜନା ରେ ସାମିଲ ହୋଇ ନାହାନ୍ତି ତାଙ୍କୁ ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe