ତାରା ବାହିନୀପତି ୭ ଦିନ ପାଇଁ ନିଲମ୍ୱିତ: ତାରାଙ୍କ ନିଲମ୍ୱନଙ୍କୁ ନେଇ ବିରୋଧ କରିଛି କଂଗ୍ରେସ

Advertisment

ତାରା ବାହିନୀପତି ୭ ଦିନ ପାଇଁ ନିଲମ୍ୱିତ । ଦିନରେ ଘଟିଥିବା ଘଟଣାକୁ ନେଇ ତାଙ୍କୁ ନିଲମ୍ୱନ କରାଯାଇଛି । ୭ ଦିନ ନିଲମ୍ୱନ ପାଇଁ ଆସିଥିଲା ପ୍ରସ୍ତାବ । ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ତାରାଙ୍କ ନିଲମ୍ୱନଙ୍କୁ ନେଇ ବିରୋଧ କରିଛି କଂଗ୍ରେସ ।

tara-1

Photograph: (kanak news)

କନକ ବ୍ୟୁରୋ: ତାରା ବାହିନୀପତି ୭ ଦିନ ପାଇଁ ନିଲମ୍ୱିତ । ଦିନରେ ଘଟିଥିବା ଘଟଣାକୁ ନେଇ ତାଙ୍କୁ ନିଲମ୍ୱନ କରାଯାଇଛି । ୭ ଦିନ ନିଲମ୍ୱନ ପାଇଁ ଆସିଥିଲା ପ୍ରସ୍ତାବ । ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ତାରାଙ୍କ ନିଲମ୍ୱନଙ୍କୁ ନେଇ ବିରୋଧ କରିଛି କଂଗ୍ରେସ । ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । 

ଆଜି ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe