ପୋଡିୟମ ଉପରକୁ ଚଢିଗଲେ ତାରା । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି

Advertisment

ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିଲେ ବିରୋଧୀ । ଏହାରି ଭିତରେ କଂଗ୍ରେସ ବିଧାୟକ ତାରାବାହିନୀପତି ପୋଡିୟମ୍ ଉପରକୁ ଚଢିବା ପାଇଁ ଉଦ୍ୟମ କରିଥିଲେ ।

ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିଲେ ବିରୋଧୀ । ଏହାରି ଭିତରେ କଂଗ୍ରେସ ବିଧାୟକ ତାରାବାହିନୀପତି ପୋଡିୟମ୍ ଉପରକୁ ଚଢିବା ପାଇଁ ଉଦ୍ୟମ କରିଥିଲେ ।

tara

କନକ ବ୍ୟୁରୋ : ଆଜିବି ଚାଲିପାରିଲାନି ଗୃହକାର୍ଯ୍ୟ । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ନାରାବାଜି କରିଥିଲେ । ଜାତିଭିତ୍ତିକ ଜନଗଣନା ଦାବି କରି ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିଲେ ବିରୋଧୀ । ଏହାରି ଭିତରେ କଂଗ୍ରେସ ବିଧାୟକ ତାରାବାହିନୀପତି ପୋଡିୟମ୍ ଉପରକୁ ଚଢିବା ପାଇଁ ଉଦ୍ୟମ କରିଥିଲେ । ଅନ୍ୟପଟେ ବିଜେଡି ବିଧାୟକ ରୋମାଞ୍ଚ ବିଶ୍ୱାଳ ରିପୋର୍ଟର ଟେବୁଲ ଉପରକୁ ଚଢି ନାରାବାଜି କରିଥିଲେ । ଗୃହରେ ହଟ୍ଟଗୋଳ ପାଇଁ ଚାଲିପାରିନଥିଲା ବିଧାନସଭା । ତେଣୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe