ଜଗତସିଂହପୁର ପରେ ବାଣ ବିସ୍ଫୋରଣରେ ଥରିଲା ତାମିଲନାଡୁର ବିରୁଦ୍ଧନଗର । ୬ ଶ୍ରମିକଙ୍କ ମୃତ୍ୟୁ

Advertisment

ଏଠାରେ ଏକ ବାଣ କାରଖାନାରେ ବିସ୍ଫୋରଣ ହେବାରୁ ସର୍ବନିମ୍ନ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି, ବାଣ ପ୍ରସ୍ତୁତ ପାଇଁ କେମିକାଲର ମଶ୍ରଣ ବେଳେ ଏଭଳି ଅଘଟଣ ଘଟିଛି । ବାଣ କାରଖାନାରେ ୮୦ ଜଣ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । 

TBLAST

TBLAST Photograph: (TBLAST)

କନକ ବ୍ୟୁରୋ : ଓଡିଶାର ଜଗତସିଂହପୁରରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ଜୀବନ ଯାଇଥିବା ବେଳେ ସେପଟେ ତାମିଲନାଡୁର ବିରୁଦ୍ଧନଗରରେ ମଧ୍ୟ ସମାନ ଘଟଣା ଘଟିଛି । ଏଠାରେ ଏକ ବାଣ କାରଖାନାରେ ବିସ୍ଫୋରଣ ହେବାରୁ ସର୍ବନିମ୍ନ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି, ବାଣ ପ୍ରସ୍ତୁତ ପାଇଁ କେମିକାଲର ମଶ୍ରଣ ବେଳେ ଏଭଳି ଅଘଟଣ ଘଟିଛି । ବାଣ କାରଖାନାରେ ୮୦ ଜଣ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । 

ଏହା ପ୍ରଥମ ଘଟଣା ନୁହେଁ ବିରୁଦ୍ଧନଗରରେ ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ୨୦୨୪ ମସିହାରେ ମଧ୍ୟ ଏଠାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୫ ଜଣ ମହିଳା ଶ୍ରମିକଙ୍କ ସହ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ୨୦୨୩ ରେ ମଧ୍ୟ ଏଭଳି ବିସ୍ଫୋରଣ ହୋଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe