ଭୁବନେଶ୍ୱରରେ ସଫଳ ହେବ କି ଅପରେସନ୍ ଲୋଟସ୍? ବିଜେଡି କର୍ପୋରେଟରଙ୍କ ବୟାନକୁ ନେଇ ଚର୍ଚ୍ଚା

Advertisment

ଭୁବନେଶ୍ୱରରେ ସଫଳ ହେବ କି ‘ଅପରେସନ ଲୋଟସ୍’। ବିଜେପି ଯୋଗାଯୋଗରେ ଅଛନ୍ତି କି ବିଜେଡି କର୍ପୋରେଟର? ନିଜ ଦଳ ବିଧାୟକଙ୍କ ବାବଦରେ ଚୁପ, ହେଲେ ବିଜେପି ବିଧାୟକଙ୍କୁ ପ୍ରଶଂସାରେ ପୋତିପକାଇଲେ କର୍ପୋରେଟର ଅମରେଶ ଜେନା। ଯାହାକୁ ନେଇ ବଢୁଛି ଚର୍ଚ୍ଚା।

ଭୁବନେଶ୍ୱରରେ ସଫଳ ହେବ କି ‘ଅପରେସନ ଲୋଟସ୍’। ବିଜେପି ଯୋଗାଯୋଗରେ ଅଛନ୍ତି କି ବିଜେଡି କର୍ପୋରେଟର? ନିଜ ଦଳ ବିଧାୟକଙ୍କ ବାବଦରେ ଚୁପ, ହେଲେ ବିଜେପି ବିଧାୟକଙ୍କୁ ପ୍ରଶଂସାରେ ପୋତିପକାଇଲେ କର୍ପୋରେଟର ଅମରେଶ ଜେନା। ଯାହାକୁ ନେଇ ବଢୁଛି ଚର୍ଚ୍ଚା।

amresh

କନକ ବ୍ୟୁରୋ: ଭୁବନେଶ୍ୱରରେ ସଫଳ ହେବ କି ‘ଅପରେସନ ଲୋଟସ୍’। ବିଜେପି ଯୋଗାଯୋଗରେ ଅଛନ୍ତି କି ବିଜେଡି କର୍ପୋରେଟର? ନିଜ ଦଳ ବିଧାୟକଙ୍କ ବାବଦରେ ଚୁପ, ହେଲେ ବିଜେପି ବିଧାୟକଙ୍କୁ ପ୍ରଶଂସାରେ ପୋତିପକାଇଲେ କର୍ପୋରେଟର ଅମରେଶ ଜେନା। ଯାହାକୁ ନେଇ ବଢୁଛି ସନ୍ଦେହ। 

ଅମରେଶ କହିଛନ୍ତି, ‘ବାବୁ ସିଂ ଆଜି ନୁହେଁ ୨୫ ବର୍ଷ ହେଲାଣି ଆମ ସହ ଅଛନ୍ତି। ସେ ଦଳ ପରିବର୍ତ୍ତନ କଲେ ମଧ୍ୟ ତାଙ୍କ ସ୍ଵଭାବ ପରିବର୍ତ୍ତନ ହେବ ନାହିଁ। ତାଙ୍କର କାମ କରିବାର ଆଗ୍ରହ ଅଛି। ସେ କାଲି ସକାଳେ ମଧ୍ୟ ଆମ ସହ ଥିଲେ। ଆଜି ମଧ୍ୟ ଆମକୁ ଡାକୁଛନ୍ତି। ଲୋକମାନେ ଆମକୁ ଭୋଟ ଦେଇଛନ୍ତି ଆମେ ବିକାଶ ସହ ରହିବୁ। ଦଳ ନୁହେଁ ଯିଏ କାମ କରିବେ ଆମେ ତାଙ୍କ ସହ ଯିବୁ’। 

ମଧ୍ୟ ବିଧାୟକଙ୍କ ସହ ମନୋମାଳିନ୍ୟ ରହିଛି କି ପ୍ରଶ୍ନରେ ଅମରେଶ ଜେନା କହିଛନ୍ତି, ‘ତାଙ୍କର କାହାରି ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ। ରାଜନୈତିକ କ୍ଷେତ୍ରରେ ଥାଇପାରେ। ଯିଏ ବିକାଶ କରିବ ସେ ତାଙ୍କ ସହ ଅଛନ୍ତି। ଆଜି ମଧ୍ୟ ନିର୍ବାଚନ ମଣ୍ଡଳୀ ଅନେକ ଅବ୍ୟବସ୍ଥା ରହିଛି’ ବୋଲି କହିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe