କନକ ବ୍ୟୁରୋ : ନିଜ ଘରେ ମିଳିବ ରୋଜଗାର, ନିଜ ଘରେ ହେଇପାରିବେ ମାଲିକ । ସୁଯୋଗ ଅଛି ଚେଷ୍ଟା ଆବଶ୍ୟକ । ଚେଷ୍ଟାକଲେ କିଛି ବି କରିବା ସମ୍ଭବ । ଏପରି କହି ଯୁବପିଢି ଓ ଗୃହିଣୀ ମହିଳାଙ୍କୁ ଉତ୍ସାହିତ କରିଛନ୍ତି ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି । Swomen Agarbat ର ୧୯ ବର୍ଷ ପୂର୍ତ୍ତି ପରିପେକ୍ଷୀରେ ଏକ ତାରକା ହୋଟେଲରେ ଅୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପୂର୍ବତନ ଏମପି ତଥା ସୁପରଷ୍ଟାର ଅନୁଭବ ମହାନ୍ତି କହିଛନ୍ତି Swomen Agarbati ର ବ୍ୟବସାୟ ଶୈଳୀ ବେଶ୍ ଆକର୍ଷଣୀୟ । ଯାହା ଯୁବପିଢ଼ି ଓ ରାଜ୍ୟର ଗୃହିଣୀ ମହିଳାଙ୍କୁ ଭଲ ସୁହାଇବ । କାରଣ ଏଠାରୁ କିଣିବେ ଏଇଠି ବିକ୍ରିକରିବେ ଆଉ ଲାଭବାନ ହେବେ ।
ତେଣୁ ଯୁବପିଢ଼ି ଓ ଗୃହିଣୀ ମହିଳା ଘରେ ନ ବସି ରୋଜଗାର ଦିଗରେ ଅଗ୍ରସର ହୁଅ । ନିଜ ଘରେ ପରିବାର ସାଥ୍ରେ ରହି କରିପାରିବେ ରୋଜଗାର । ସେ ଆହୁରି କହିଛନ୍ତି Swomen Agarbati ସବୁବେଳେ ଲୋକଙ୍କୁ ରୋଜଗାର କ୍ଷମ କରାଇବା, ଆତ୍ମନିର୍ଭରଶୀଳ କରାଇବା ଦିଗରେ ସବୁବେଳେ ଚେଷ୍ଟିତ । ତେବେ ଯୁବପିଢି ଆଉ ଦିଳମ୍ବ ନ କରି ଆଗେଇ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ପୂର୍ବ ବର୍ଷ ଘୋଷଣା ମୁତାବକ ପ୍ରାଇଜ୍ ବଣ୍ଟନ କରାଯାଇଥିଲା । ଏବଂ ଆସନ୍ତା ବର୍ଷ ପାଇଁ ଅଫର ଘୋଷଣା ବି କରାଯାଇଛି । ଏଠାରୁ ମେସିନ୍ ନେଇ ଏଇଠି ମାଲ୍ ବିକ୍ରିକରି ଜିତି ପାରିବେ Ev scooter । ରାଜ୍ୟ ତଥା ଦେଶରେ ରୋଜଗାର ଏବେ ସବୁଠାରୁ ବଡ ସମସ୍ୟା ହେଇ ଉଭା ହୋଇଛି । ଯୁବକ ହୁଅନ୍ତୁ ଅବା ଯୁବତୀ, ବିବାହିତ ହୁଅନ୍ତୁ ଅବା ଅବିବାହିତ । ରୋଜଗାର ଏବେ ସଭିଙ୍କ ଜୀବନରେ କଣ୍ଟା ସାଜିଛି । ଏହି ଅସୁବିଧାକୁ ଦୂର କରିବା ପାଇଁ ଦୀର୍ଘ ୧୯ ବର୍ଷ ଧରି ପ୍ରଚେଷ୍ଟା କରି ଆସିଛି Swomen Agarbati । ସବୁ ସମୟରେ ଲୋକଙ୍କ ସହ, ଲୋକଙ୍କ ପାଖରେ ରହି ରୋଜଗାର ଯୋଗାଇବା ସହ ନିଜ ପରିବାର ବଢାଇ ଚାଲିଛି । ଅନେକ ସମୟରେ ଆମେ ଜାଣନ୍ତି ରୋଜଗାର ଦିଗରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାଏ କମ୍ପାନି ।
ଦୀର୍ଘ ୧୯ ବର୍ଷ ଧରି କମ୍ପାନି ଲୋକଙ୍କ ସୁଖରେ ଦୁଃଖରେ ରହି ନୂଆ ନୂଆ technology କୁ ଆପଣେଇ ଅଗ୍ରଣୀ କମ୍ପାନି ଭାବେ ଉଭା ହୋଇ ପାରିଛି । ଏପରିକି ସାଧାରଣ ଲୋକ ହିଁ କମ୍ପାନୀର ମେରୁଦଣ୍ଡ ବୋଲି ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷ କୁହନ୍ତି । ଗ୍ରାହକଙ୍କ ଉନ୍ନତି ହିଁ କମ୍ପାନୀ ପ୍ରଗତିର ମାଇଲ ଖୁଣ୍ଟ । ଗ୍ରାହକ ଆଗକୁ ବଢ଼ିଲେ କମ୍ପାନୀ ସମାନ୍ତରାଳ ଭାବେ ବଢିବ ବୋଲି ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଏପରି ନୂଆ ନୂଆ ପ୍ରୟାସ ସର୍ବଦା ଲୋକଙ୍କ ମନ କିଣିପାରିଛି । ଯେଉଁ ବ୍ୟକ୍ତି ଆମ ସହ ଯୋଡ଼ି ହୋଇ ନୂଆ ରୂପରେ ବ୍ୟବସାୟ କରିବାକୁ ଚାହାନ୍ତି ଆଜି ହିଁ 8249853554, 9692848811 ନମ୍ବରରେ ଯୋଗଯୋଗ କରି ପାରିବେ ।
ଖବର ବାଜିବା ପରେ 8908869247 ନମ୍ବରରେ whatsapp କରିପାରିବେ ।