ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ,  ପିଟି ପିଟି ମାରି ଦେଇଥିବା ସନ୍ଦେହ

Advertisment

ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ, ପୁଲିସର ତନାଘନା

ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ, ପୁଲିସର ତନାଘନା

ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା!

ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା! Photograph: (Kanaknews)

କନକ ବ୍ୟୁରୋ:  ପୁଣି ନିଶା ନିବାରଣ କେନ୍ଦ୍ର ବିରୋଧରେ ସଂଘାତିକ ଅଭିଯୋଗ । ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ । ବ୍ରହ୍ମପୁର ଲାଠି ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ । ଆଜି ଭୋରରୁ ଯୁବକଙ୍କ ମୃତ୍ୟୁ ହୋଇଛି  ।

ମୃତକ ଜଣକ ହେଲେ ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ କୁମାର ପାଣିଗ୍ରାହୀ । ଅଶୋକକୁ ନିଶା ନିବାରଣ କେନ୍ଦ୍ରର ସଦସ୍ୟମାନେ ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା ଅଭିଯୋଗ ଆଣିଛନ୍ତି ଅଶୋକ ସ୍ତ୍ରୀ । ବର୍ତ୍ତମାନ ତାଙ୍କ ମୃତଦେହ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରହିଥିବା ସୂଚନା ମିଳିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe