ବାଣୀବିହାରରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ : ରାତିରେ ଥିଲେ ସୁସ୍ଥ , ସକାଳୁ ମିଳିଲା ମୃତଦେହ

ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମଧୁସୂଦନ ଛାତ୍ରାବାସରୁ ଦର୍ଶନଶାସ୍ତ୍ର ବିଭାଗ ପିଜି ଦ୍ବିତୀୟ ବର୍ଷ ଛାତ୍ର ତାପସ ରଞ୍ଜନ ନାୟକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ

BANIVIHAR 4

Photograph: (KanakNews )

କନକବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମଧୁସୂଦନ ଛାତ୍ରାବାସରୁ ଦର୍ଶନଶାସ୍ତ୍ର ବିଭାଗ ପିଜି ଦ୍ବିତୀୟ ବର୍ଷ ଛାତ୍ର ତାପସ ରଞ୍ଜନ ନାୟକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଗତ ରାତିରେ ସୁସ୍ଥ ଥିଲେ । ସାଙ୍ଗ ମାନଙ୍କ ସହ ଭଲରେ କଥା ହୋଇଥିଲେ ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି । ତେଣୁ କିଛି ଘଣ୍ଟା ଭିତରେ ସକାଳୁ କେମିତି ମୃତ୍ୟୁ ହେଲା, ତାର କାରଣ ଜଣାପଡିନାହିଁ । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe