କନକ ବ୍ୟୁରୋ: ବ୍ରହ୍ମପୁର ଘରୋଇ ଫାର୍ମାସୀ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ହଷ୍ଟେଲ ରୁମ୍ରୁ ମିଳିଲା ଝୁଲନ୍ତା ମୃତଦେହ। ଡି ଫାର୍ମା ଦ୍ବିତୀୟ ବର୍ଷର ଛାତ୍ରୀ। କୃଷ୍ଣପ୍ରସାଦ ଅଞ୍ଚଳର ବାସିନ୍ଦା। ଦେହରେ ରହିଛି ଅନେକ କ୍ଷତ ଚିହ୍ନ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ହତ୍ୟା କି ଆତ୍ମହତ୍ୟା ଏଯାଏଁ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ରହ୍ମପୁର ଘରୋଇ ଫାର୍ମାସୀ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ: ହଷ୍ଟେଲ ରୁମରୁ ମିଳିଲା ଝୁଲନ୍ତା ମୃତଦେହ
ବ୍ରହ୍ମପୁର ଘରୋଇ ଫାର୍ମାସୀ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ହଷ୍ଟେଲ ରୁମ୍ରୁ ମିଳିଲା ଝୁଲନ୍ତା ମୃତଦେହ। ଡି ଫାର୍ମା ଦ୍ବିତୀୟ ବର୍ଷର ଛାତ୍ରୀ। କୃଷ୍ଣପ୍ରସାଦ ଅଞ୍ଚଳର ବାସିନ୍ଦା।
/kanak/media/media_files/NJqhMyY0UTnyk4lj1SkD.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)