କନକ ବ୍ୟୁରୋ : କ୍ୟାପିଟାଲ ହସପିଟାଲ ଭିତରେ କର୍ମଚାରିଙ୍କ ଆତ୍ମହତ୍ୟା ସନ୍ଦେହ। କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ହସ୍ପିଟାଲ କର୍ମଚାରୀ ହେଲେ ଏକ୍ସ ରେ ଟେକ୍ନିସିଆନ୍ ପ୍ରଭାତ ମହାନ୍ତି । ତାଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ । ଗତକାଲି ସନ୍ଧ୍ୟା ପାଖାପାଖି ସାଢେ ୭ ଟା ବେଳେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲ କର୍ମଚାରୀ । ପରେ ଉଦ୍ଧାର କରି କାଜୁଆଲିଟିରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ । ଏ ନେଇ କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
କ୍ୟାପିଟାଲ ହସ୍ପିଟାଲ ଭିତରେ କର୍ମଚାରୀଙ୍କ ଆତ୍ମହତ୍ୟା ସନ୍ଦେହ । ହସ୍ପିଟାଲ ଏଳ୍ସରେ ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
ମୃତ ହସ୍ପିଟାଲ କର୍ମଚାରୀ ହେଲେ ଏକ୍ସ ରେ ଟେକ୍ନିସିଆନ୍ ପ୍ରଭାତ ମହାନ୍ତି । ତାଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ । ଗତକାଲି ସନ୍ଧ୍ୟା ପାଖାପାଖି ସାଢେ ୭ ଟା ବେଳେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲ କର୍ମଚାରୀ ।
/kanak/media/media_files/2025/02/27/gRvRqsImHdGymbyrpTdA.jpg)