କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କଲେ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା। ନବୀନ ଦଳକୁ ଅଣଦେଖା କରିବାକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିବା କହିଛନ୍ତି ସୁଶାନ୍ତ । ସଭା ସମିତିକୁ ନିଜେ ନଯାଇ ପ୍ରତିନିଧିଙ୍କୁ ପଠାଇବା ଘଟଣା କର୍ମୀଙ୍କୁ ଅସନ୍ତୁଷ୍ଟ କରିଛି । ପରିଚାଳନାଗତ ତ୍ରୁଟି ମଧ୍ୟ ଆଉ ଏକ କାରଣ ବୋଲି ସେ କହିଛନ୍ତି ।
ପରାଜୟ ପାଇଁ ନବୀନ ଦାୟୀ । ବିଜେଡି ବିପର୍ଯ୍ୟୟ ପାଇଁ ନବୀନଙ୍କୁ ଦାୟୀ କଲେ ସୁଶାନ୍ତ ବେହେରା ।
୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କଲେ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା
/kanak/media/media_files/2024/11/08/p1ApdI0v8cq9zQRN3XxL.jpg)