ଚିନ୍ତାରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ । ଟି-୨୦ ଅଧିନାୟକ ଦାୟିତ୍ୱ ନେବା ପରେ ବିଗୁଡୁଛି ପ୍ରଦର୍ଶନ

Advertisment

ସୂର୍ୟ୍ୟକୁମାର ଅଧିନାୟକ ଦାୟୀତ୍ବ ଗ୍ରହଣ କରିବା ପରେ ଭାରତର ପଦର୍ଶନ ଭଲ ରହିଛି। ଭାରତ ୨୨ଟି ମ୍ୟାଚରୁ ୧୭ ଟିରେ ବିଜୟୀ ହୋଇଛି। ବିଜୟ ହାର ପ୍ରାୟ ୮୦ ପ୍ରତିଶତ ରହିଛି। କିନ୍ତୁ ସୂର୍ୟ୍ୟକୁମାରଙ୍କ ବ୍ୟକ୍ତିଗତ ପଦର୍ଶନ ଚିନ୍ତଜନକ ରହିଛି। ଅଧିନାୟକତ୍ବ ସମୟରେ ୨୨ଟି ମ୍ୟାଚରୁ ପ୍ରାୟ ୨୭ ରନ ହାରରେ ୫୫୮ ରନ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଧଶତକ ରହିଛି। ଏହା ତୁଳନାରେ ଅଧିନାୟକ ହେବା ପୂର୍ବରୁ ସୂର୍ୟ୍ୟକୁମାରଙ୍କ ଭଲ ପଦର୍ଶନ ରହିଥିଲା। ବିନା ଅଧିନାୟକତ୍ବରେ ସୂର୍ୟ୍ୟକୁମାର ୬୧ ମ୍ୟାଚରୁ ପ୍ରାୟ ୪୪ ହାରରେ ୨୦୪୦ ରନ କରିଛନ୍ତି।

gftgftrgtr

gtfgtcgct Photograph: (gtgtgtrgt)

କନକ ବ୍ୟୁରୋ : ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ସୂର୍ୟ୍ୟକୁମାର ଯାଦବଙ୍କ ପଦର୍ଶନ ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଟି୨୦ରେ ଅଧିନାୟକ ଦାୟୀତ୍ବ ନେବା ପରେ ସୂର୍ୟ୍ୟକୁମାରଙ୍କ ପଦର୍ଶନ ନୈରାଶ୍ୟଜନକ ରହିଛି। ସୂର୍ୟ୍ୟକୁମାର ଅଧିନାୟକ ଦାୟୀତ୍ବ ଗ୍ରହଣ କରିବା ପରେ ଭାରତର ପଦର୍ଶନ ଭଲ ରହିଛି। ଭାରତ ୨୨ଟି ମ୍ୟାଚରୁ ୧୭ ଟିରେ ବିଜୟୀ ହୋଇଛି। ବିଜୟ ହାର ପ୍ରାୟ ୮୦ ପ୍ରତିଶତ ରହିଛି। କିନ୍ତୁ ସୂର୍ୟ୍ୟକୁମାରଙ୍କ ବ୍ୟକ୍ତିଗତ ପଦର୍ଶନ ଚିନ୍ତଜନକ ରହିଛି। ଅଧିନାୟକତ୍ବ ସମୟରେ ୨୨ଟି ମ୍ୟାଚରୁ ପ୍ରାୟ ୨୭ ରନ ହାରରେ ୫୫୮ ରନ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଧଶତକ ରହିଛି। ଏହା ତୁଳନାରେ ଅଧିନାୟକ ହେବା ପୂର୍ବରୁ ସୂର୍ୟ୍ୟକୁମାରଙ୍କ ଭଲ ପଦର୍ଶନ ରହିଥିଲା। ବିନା ଅଧିନାୟକତ୍ବରେ ସୂର୍ୟ୍ୟକୁମାର ୬୧ ମ୍ୟାଚରୁ ପ୍ରାୟ ୪୪ ହାରରେ ୨୦୪୦ ରନ କରିଛନ୍ତି। ଯେଉଁଥିରେ ୩ଟି ଶତକ ଏବଂ ୧୭ଟି ଅର୍ଦ୍ଧଶତକ ରହିଛି। ପଡିଆର ଚର୍ତୁପାର୍ଶ୍ବକୁ ସଟ ମାରିବାରେ କ୍ଷମତା ସୂର୍ୟ୍ୟକୁମାରଙ୍କ ପାଖରେ ରହିଛି। କିନ୍ତୁ ନିକଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ସୂର୍ୟ୍ୟକୁମାର ଦୁଇ ଥର ଶୁନ୍ୟରେ ଆଉଟ ହେବା ସହ ମୋଟ ଉପରେ ୨୮ ରନ କରିଛନ୍ତି। ଯେଉଁଥିରେ ହାରାହାରି ରନ ୬ କୁ ଖସିଆସିଛି। ଲେଗ ସାଇଡରେ ସୂର୍ୟ୍ୟକୁମାର ମାରୁଥିବା ସର୍ଟର ପର୍ଦାଫାସ ହେବା ପରେ ଚତୁରତା ଧରାପଡିଯାଇଥିବା କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ  ଜାଫର। ଡାହାଣ ହାତୀ ବ୍ୟାଟର ସର୍ଟ ଚୟନ ବୃଦ୍ଧି କରିବା ସହ ଅନ୍ୟ ବାଟରେ ସ୍କୋର କରିବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଛନ୍ତି ଜାଫର। 
 । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe