କନକ ବ୍ୟୁରୋ: ଆଜି ୨୦୨୪ ବର୍ଷର ଶେଷ ସୂର୍ଯ୍ୟପରାଗ ହେବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ମୀନ ରାଶିରେ ହେବ ଏବଂ ଆଜି ସର୍ବପିତୃ ଅମାବାସ୍ୟା । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, କାରଣ ସୂର୍ଯ୍ୟଗ୍ରହଣ ରାତିରେ ହେବ । ଯେଉଁକାରଣରୁ ଏହାର ସୁତକ ଅବଧି ବୈଧ ହେବ ନାହିଁ । ଭାରତୀୟ ସମୟ ଅନୁସାରେ ଏହି ଚନ୍ଦ୍ରଗ୍ରହଣ ଆଜି ରାତି ୯ଟା ୧୩ମିନିଟରୁ ଆରମ୍ଭ ହୋଇ ଭୋର ୩ଟା ୧୭ରେ ଶେଷ ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us