କନକ ବ୍ୟୁରୋ : ଷୋହଳ ହଜାର ପଦ୍ମରେ ସଜେଇ ହେଲେ ସୁରେଶ୍ୱରୀ । ଆଜି ପବିତ୍ର ବିଜୟର ଦଶମୀ ତିଥିରେ ମାଆ ସୁରେଶ୍ୱରୀ ଏକ ଅନନ୍ୟା ବେଶରେ ଦର୍ଶନ ଦେଉଛନ୍ତି । ଷୋହଳ ହଜାର ଆଠ ପଦ୍ମଫୁଲରେ ସଜେଇ ହେଇଛନ୍ତି ମାଆ । ଆଜି ସୁବର୍ଣ୍ଣପୁର ରାମ ମନ୍ଦିରରୁ ହଜାର ହଜାର ଭକ୍ତଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରାରେ ପଦ୍ମଫୁଲ ନେଇ ମାଆଙ୍କ ପାଖରେ ପହଞ୍ଚିଥିଲେ । ପରେ ମାଆଙ୍କୁ ପଦ୍ମ ଅଭିଷେକ କରାଯାଇଛି । ବିଜୟା ଦଶମୀ ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟର ପରେ ମାଆଙ୍କୁ ପଦ୍ମାଭିଷେକ କରିଥିଲେ । ସେହି ସ୍ମୃତିକୁ ମନେପକାଇ ବିଶ୍ୱକଲ୍ୟାଣ ପାଇଁ ପଦ୍ମାଭିଷେକ କରାଯାଉଛି ।
ଷୋହଳ ହଜାର ପଦ୍ମରେ ସଜେଇ ହେଲେ ସୁରେଶ୍ୱରୀ । ଦଶମୀ ତିଥିରେ ଶକ୍ତିପୀଠରେ ପଦ୍ମାଭିଷେକ
ଷୋହଳ ହଜାର ପଦ୍ମରେ ସଜେଇ ହେଲେ ସୁରେଶ୍ୱରୀ । ଆଜି ପବିତ୍ର ବିଜୟର ଦଶମୀ ତିଥିରେ ମାଆ ସୁରେଶ୍ୱରୀ ଏକ ଅନନ୍ୟା ବେଶରେ ଦର୍ଶନ ଦେଉଛନ୍ତି ।