ଦ୍ବିତୀୟ ବିବାହ କଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ, ମୁମ୍ବାଇରେ ଚାକିରି କରୁଥିବା ରୋଜାଲିନଙ୍କ ଧରିଲେ ହାତ..

Advertisment

ମୁମ୍ବାଇରେ ଚାକିରି କରୁଥିବା ରୋଜାଲିନଙ୍କ ଧରିଲେ ହାତ । ଉଭୟ ପରିବାର ଉପସ୍ଥିତିରେ ହେଲା ବିବାହ ସମ୍ପନ୍ନ ।

ମୁମ୍ବାଇରେ ଚାକିରି କରୁଥିବା ରୋଜାଲିନଙ୍କ ଧରିଲେ ହାତ । ଉଭୟ ପରିବାର ଉପସ୍ଥିତିରେ ହେଲା ବିବାହ ସମ୍ପନ୍ନ ।

ବାହାହେଲେ ମନ୍ମଥ

ବାହାହେଲେ ମନ୍ମଥ Photograph: (kanaknews)

କନକ ବ୍ୟୁରୋ:  ଦ୍ଵିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ରାଉତରାୟ ବିବାହ କରିଛନ୍ତି । ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର ।

ସେ ମୁମ୍ବାଇରେ ଚାକିରି କରନ୍ତି । ଉଭୟ ପ୍ରେମ ବିବାହ କରିଛନ୍ତି । ଚନ୍ଦକା ରୋସର୍ଟରେ ବିବାହ ହୋଇଛି । ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ଦି ପ୍ରହରେ ସମୟରେ ବାପା ସୁରେଶ ରାଉତରାୟ କିଛି ସମୟ ପାଇଁ ପାଇଁ ଉପସ୍ଥିତ ଥିଲେ । ବିବାହ ସମୟରେ ଉପସ୍ଥିତ ଥିଲେ ମନ୍ମଥଙ୍କ ମା ମାଳତୀ ରାଉତରାୟ । ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ବିବାହରେ ଯୋଗ ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe