ଯୋଗାଣ ମନ୍ତ୍ରୀଙ୍କ ମିଲରକୁ କଡା ଚେତାବନୀ : ଚାଷୀଙ୍କୁ ହଇରାଣ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ

Advertisment

ମିଲର ମାନଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ , ଚାଷୀ ମାନଙ୍କୁ ମିଲର ମାନେ କରିବେନି ହଇରାଣ  ଯେଉଁମାନେ  ଏ ନୀତି ଆପଣେଇବେ ସେମାନଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ,

ମିଲର ମାନଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ , ଚାଷୀ ମାନଙ୍କୁ ମିଲର ମାନେ କରିବେନି ହଇରାଣ  ଯେଉଁମାନେ  ଏ ନୀତି ଆପଣେଇବେ ସେମାନଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ,

ସଗତୋୀ

ସଗତୋୀ Photograph: (kananews)

କନକବ୍ୟୁରୋ : ମିଲର ମାନଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ , ଚାଷୀ ମାନଙ୍କୁ ମିଲର ମାନେ କରିବେନି ହଇରାଣ  ଯେଉଁମାନେ  ଏ ନୀତି ଆପଣେଇବେ ସେମାନଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ , ସୁଚନା ଅନୁଯାୟୀ ରାଜ୍ୟରେ ଧାନ ସଂଗ୍ରହ ଠିକ ଠାକ ଚାଲିଛି ,  ବାରମ୍ବାର କହିଲା ପରେ ବି ଯୋଉମାନେ ସୁଧୁରିବେ ନାହିଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ,

ମିଲର ମାନେ ଯେଉଁମାନେ ଅଧିକ କଟଣୀ ଛଟଣୀ କରୁଛନ୍ତି କଥା ମାନୁ ନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି | ଯେଉଁ ମିଲରମାନେ ସରକାର ନିୟମ ମାନିବେ ନାହିଁ, ମନମାନୀ କରିବେ ପୁରୁଣା ନୀତିରେ ଚାଲିବେ, ତାହା ଏବେ ଚଳିବ ନାହିଁ  ,  ନୂଆ ସରକାର ନୂଆ ନୀତିରେ ଚାଲିବ  କୃଷକମାନଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe