କନକବ୍ୟୁରୋ : ମିଲର ମାନଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ , ଚାଷୀ ମାନଙ୍କୁ ମିଲର ମାନେ କରିବେନି ହଇରାଣ ଯେଉଁମାନେ ଏ ନୀତି ଆପଣେଇବେ ସେମାନଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ , ସୁଚନା ଅନୁଯାୟୀ ରାଜ୍ୟରେ ଧାନ ସଂଗ୍ରହ ଠିକ ଠାକ ଚାଲିଛି , ବାରମ୍ବାର କହିଲା ପରେ ବି ଯୋଉମାନେ ସୁଧୁରିବେ ନାହିଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ,
ମିଲର ମାନେ ଯେଉଁମାନେ ଅଧିକ କଟଣୀ ଛଟଣୀ କରୁଛନ୍ତି କଥା ମାନୁ ନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି | ଯେଉଁ ମିଲରମାନେ ସରକାର ନିୟମ ମାନିବେ ନାହିଁ, ମନମାନୀ କରିବେ ପୁରୁଣା ନୀତିରେ ଚାଲିବେ, ତାହା ଏବେ ଚଳିବ ନାହିଁ , ନୂଆ ସରକାର ନୂଆ ନୀତିରେ ଚାଲିବ କୃଷକମାନଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/23/iA6mRHFILfgNDX4Rrvbj.jpg)