କନକବ୍ୟୁରୋ:ପୁରୀରେ ଦେଖାଗଲା ସୁପର ମୁନ୍ । ସମୁଦ୍ର କୂଳ ଓ ଜଗନ୍ନାଥ ମନ୍ଦିର ଉପରେ ଏହି ଜହ୍ନ ଦେଖାଯାଇଥିଲା । ଏହାବର୍ଷର ସବୁଠୁ ବଡ଼ ଜହ୍ନ ଥିଲା। ଆଉ ସବୁଠୁ ଅଧିକ ଉଜ୍ବଳ ଥିଲା । 

Advertisment

ତେଣୁ ଏହାକୁ ସୁପର ମୁନ ବୋଲି କୁହାଯାଉଛି । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ଏହି ଦୃଶ୍ୟଟି ମିଳିଛି । ଶ୍ରୀମନ୍ଦିର ଆଉ ଚମକୁଥିବା ଜହ୍ନର ଦୃଶ୍ୟ ସୁନ୍ଦର ଦେଖାଯାଉଛି