ମହାକାଶରୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ସୁନୀତା : ଭିଡିଓ ବାର୍ତ୍ତାରେ ଦେଲେ ଶୁଭେଚ୍ଛା

Advertisment

ମହାକାଶରୁ ଦୀପାବଳୀର ଶୁଭେଛା ଜଣାଇଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ପୃଥିବୀଠୁ ୨୬୦ ମାଇଲ ଦୂର ଅର୍ଥାତ୍ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ସୁନୀତା ଶୁଭେଛା ଜଣାଇଛନ୍ତି । ବାପାଙ୍କ ଠାରୁ ଦୀପାବଳିର ପରମ୍ପରା, ରିତିନୀତି ଏବଂ ଅନ୍ୟ ଭାରତୀୟ ପର୍ବ ଉପରେ ଶିକ୍ଷା ପାଇଥିବା ସୁନୀତା ନିଜ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି।

sunita 1

କନକବ୍ୟୁରୋ : ମହାକାଶରୁ ଦୀପାବଳୀର ଶୁଭେଛା ଜଣାଇଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ପୃଥିବୀଠୁ ୨୬୦ ମାଇଲ ଦୂର ଅର୍ଥାତ୍ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ସୁନୀତା ଶୁଭେଛା ଜଣାଇଛନ୍ତି । ବାପାଙ୍କ ଠାରୁ ଦୀପାବଳିର ପରମ୍ପରା, ରିତିନୀତି ଏବଂ ଅନ୍ୟ ଭାରତୀୟ ପର୍ବ ଉପରେ ଶିକ୍ଷା ପାଇଥିବା ସୁନୀତା ନିଜ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।

ଗତ ଜୁନ୍ ମାସରୁ ମହାକାଶକୁ ଯାତ୍ରା କରିଥିବା ସୁନୀତା ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଫସି ରହିଛନ୍ତି । ୨୦୨୪ ଫେବୃଆରୀ ସୁଦ୍ଧା ସେ ପୃଥୀବୀ ପୃଷ୍ଠକୁ ଫେରିଆସିବା ନେଇ ଆଶା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe