ନିଲମ୍ବିତ ହେଲେ ସୁନ୍ଦରଗଡ଼, ହେମଗିରି ତହସିଲଦାର । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ..

Advertisment

ନିଲମ୍ବିତ ହେଲେ ସୁନ୍ଦରଗଡ଼, ହେମଗିରି ତହସିଲଦାର । କାର୍ଯ୍ୟରେ ଅବହେଳା ଯୋଗୁଁ ତହସିଲଦାର ଲାବନ୍ୟେନ୍ଦୁ ମହାନ୍ତି ନିଲମ୍ବିତ । ଜିଲ୍ଲାପାଳ ବିନା ଅନୁମତି ଛୁଟି ନଯିବାକୁ ନିର୍ଦ୍ଦେଶ..

ନିଲମ୍ବିତ ହେଲେ ସୁନ୍ଦରଗଡ଼, ହେମଗିରି ତହସିଲଦାର । କାର୍ଯ୍ୟରେ ଅବହେଳା ଯୋଗୁଁ ତହସିଲଦାର ଲାବନ୍ୟେନ୍ଦୁ ମହାନ୍ତି ନିଲମ୍ବିତ । ଜିଲ୍ଲାପାଳ ବିନା ଅନୁମତି ଛୁଟି ନଯିବାକୁ ନିର୍ଦ୍ଦେଶ..

TAHASILDAR

କନକ ବ୍ୟୁରୋ : ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲଦାର। କାର୍ଯ୍ୟରେ ଅବହେଳା ଯୋଗୁଁ ତହସିଲଦାର ଲାବନ୍ୟେନ୍ଦୁ ମହାନ୍ତି ନିଲମ୍ବିତ । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ରିପୋର୍ଟ କୁ ଆଧାର କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବଙ୍କ ନିଲମ୍ବନ ଆଦେଶ । 

ତୁରନ୍ତ ଦାୟିତ୍ବ ହସ୍ତାନ୍ତର ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା  ପର୍ଯ୍ୟନ୍ତ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅବସ୍ଥାନ ପାଇଁ ନିର୍ଦ୍ଦେଶ। ଜିଲ୍ଲାପାଳ ବିନା ଅନୁମତି ସେ ଛୁଟି ରେ ମଧ୍ୟ ଯାଇ ପାରିବେ ବୋଲି ନିର୍ଦ୍ଦେଶ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe