ସସ୍ମିତଙ୍କ ସମର୍ଥନରେ ବାହାରିଲେ ସୁଲତା ; କହିଲେ,ମୁନା ଖାଁ ଲଗାଇଛନ୍ତି ମିଥ୍ୟା ଆରୋପ

Advertisment

ସସ୍ମିତ ପାତ୍ରଙ୍କ ସମର୍ଥନରେ ବାହାରିଲେ ସୁଲତା ଦେଓ । କହିଲେ,ୱାକଫ୍ ବିଲକୁ ବିବେକାନୁମୋଦିତ ଭୋଟିଂ ପାଇଁ କହିଥିଲେ ନବୀନ । ସବୁ ଜାଣିବା ପରେ ମଧ୍ୟ ମୁନା ଖାଁ ଆରୋପ ଲଗାଇଲେ ।

ସସ୍ମିତ ପାତ୍ରଙ୍କ ସମର୍ଥନରେ ବାହାରିଲେ ସୁଲତା ଦେଓ । କହିଲେ,ୱାକଫ୍ ବିଲକୁ ବିବେକାନୁମୋଦିତ ଭୋଟିଂ ପାଇଁ କହିଥିଲେ ନବୀନ । ସବୁ ଜାଣିବା ପରେ ମଧ୍ୟ ମୁନା ଖାଁ ଆରୋପ ଲଗାଇଲେ ।

New Project (6)ୈା

Photograph: (kanaknews)

କନକ ବ୍ୟୁରୋ : ସସ୍ମିତ ପାତ୍ରଙ୍କ ସମର୍ଥନରେ ବାହାରିଲେ ସୁଲତା ଦେଓ । କହିଲେ,ୱାକଫ୍ ବିଲକୁ ବିବେକାନୁମୋଦିତ ଭୋଟିଂ ପାଇଁ କହିଥିଲେ ନବୀନ । ସବୁ ଜାଣିବା ପରେ ମଧ୍ୟ ମୁନା ଖାଁ ଆରୋପ ଲଗାଇଲେ । ଜାଣିଶୁଣି ଏଭଳି ଅଭିଯୋଗ ଆଣିଥିବା କହିଲେ ସୁଲତା । ସୋସିଆଲ ମିଡିଆରେ ନବୀନ କହୁଥିବାର ଭିଡିଓ ବି କଲେ ସେୟାର । 

ସସ୍ମିତ ପାତ୍ର ୱାକଫ୍ ବିଲ୍‌କୁ ସମର୍ଥନ ଦେବା ପରେ,ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ବିଜେଡି ଦଳ ଭିତରେ ଆରୋପ ପ୍ରତ୍ୟରୋପ ଏବେ ପର୍ଯ୍ୟନ୍ତ ଲାଗି ରହିଛି । କିଛି ନେତା ସମ୍ମିତଙ୍କୁ ବିରୋଧ କରୁଥିବାବେଳେ ଆଉ କିଛି ନେତା ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ତେବେ ଶେଷରେ ସୁଲତା ଦେଓ ଖୋଲାଖୋଲି ଭାବରେ ସସ୍ମିତଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ନବୀନଙ୍କ ଭିଡିଓ ସେୟାର କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe