କନକ ବ୍ୟୁରୋ : ମାଲକାନଗିରି ସୀମାରେ ଆଇଇଡି ବିସ୍ଫୋରଣ । ସୁକୁମା ଜିଲ୍ଲା କୋଣ୍ଟା ଥାନା ରାସ୍ତା କଡ଼ରେ ବିସ୍ଫୋରଣ । ବିସ୍ଫୋରଣରେ ସୁକମା ଜିଲ୍ଲା ଏଏସ୍‌ପି ଆକାଶ ରାଓ ଗିରିପୁଞ୍ଜେ ସହିଦ । କୋଣ୍ଟା ଥାନା ଅଧିକାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ପାଦଚଲା ରାସ୍ତା ଦେଇ କୁମ୍ଵିଂ ଅପରେସନରେ ବାହାରି ଥିଲେ । ଚିକବାର୍‌ ଗାଁରେ ଜେସିବି ପୋଡ଼ି ଦେଇଥିଲେ ମାଓବାଦୀ । ଜେସିବି ପୋଡା ଘଟଣାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ଅପରେସନ ।

Advertisment