୩ ବର୍ଷରେ ଆତ୍ମହତ୍ୟା କଲେଣି ୨୧୮ ଛାତ୍ର, ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା

୩ ବର୍ଷରେ ଆତ୍ମହତ୍ୟା କଲେଣି ୨୧୮ ଛାତ୍ର, ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା: ଉତ୍ତର ରଖିଲେ ମନ୍ତ୍ରୀ

sc======

କନକ ବ୍ୟୁରୋ: ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ବିଶେଷ କରି ଯୁବ ସମାଜରେ ଏଭଳି ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ରାଜ୍ୟରେ୩  ବର୍ଷରେ ଦାୟର ହୋଇଛି ୧୭ ହଜାର ୭ ଶହ ୭୮ ଆତ୍ମହତ୍ୟା ମାମଲା । ୩ ବର୍ଷରେ ୨୧୮ ଛାତ୍ର କରିଛନ୍ତି ଆତ୍ମହତ୍ୟା । ସେହିପରି ୩ ବର୍ଷ ରେ ୨୬୩ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ୨୦୨୩ ରେ ସର୍ବାଧିକ ୧୦୪ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe