ଗିରଫ ହେଲେ ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ ପାଣିଗ୍ରାହୀ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହେଲେ ଗିରଫ

Advertisment

ଭିଜିଲାନ୍ସ ଜାଲରେ କୋଟିପତି ବାବୁ। ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁବର୍ଣ୍ଣପୁର ଯୋଗାଣ ବିଭାଗ ଅଧିକାରୀ ଗିରଫ। ଗିରଫ ପରେ ଆଜି ଭିଜିଲାନ୍ସ ଦ୍ବାରା କୋର୍ଟରେ ହାଜର ହେବେ ସୁରେଶ ପାଣିଗ୍ରାହୀ । ତାଙ୍କ ବିରୋଧରେ ଅଭିଯୋଗ ଆସିଲା ପରେ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ ।

arrest

କନକବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ବାବୁ ।  ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁବର୍ଣ୍ଣପୁର ଯୋଗାଣ ବିଭାଗ ଅଧିକାରୀ ଗିରଫ । ଗିରଫ ପରେ ଆଜି ଭିଜିଲାନ୍ସ ଦ୍ବାରା କୋର୍ଟରେ ହାଜର ହେବେ ସୁରେଶ ପାଣିଗ୍ରାହୀ । ତାଙ୍କ ବିରୋଧରେ ଅଭିଯୋଗ ଆସିଲା ପରେ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ  । 

ଚଢ଼ାଉ ବେଳେ ୧୯ଟି ପ୍ଲଟ, ୪ଏକର ଜମିରେ ଥିବା ଗୋଟିଏ ଫାର୍ମ ହାଉସ, ଦୁଇଟି ବିଲଡ଼ିଂ ଥିବା ଜଣାପଡ଼ିଥିଲା । ନଗଦ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ୧ କୋଟି ୭୨ ଲକ୍ଷ ଟଙ୍କାର ଡ଼ିପୋଜିଟ ଥିବାର ଜଣାପଡ଼ିଥିଲା । ଏସବୁ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe