ବନ ମହୋତ୍ସବ ପାଳିଲେ ଡିସୋଜା ବିଦ୍ୟାଳୟର ଛାତ୍ରଛାତ୍ରୀ, ଜାଣନ୍ତୁ କଣ ଥିଲା ଉଦେଶ୍ୟ

Advertisment

ବିଦ୍ୟାଳୟର ସବୁ କ୍ୟାବିନେଟ ସଦସ୍ୟମାନେ, ପ୍ରତ୍ୟେକ ଶ୍ରେଣୀର ମନିଟର, ଏବଂ ଶ୍ରେଣୀ ସୁପର ଭାଇଜର ମାନଙ୍କୁ ନେଇ ଶୃଙ୍ଖଳିତ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟି ସମ୍ପନ୍ନ ହୋଇଥିଲା ।

ବିଦ୍ୟାଳୟର ସବୁ କ୍ୟାବିନେଟ ସଦସ୍ୟମାନେ, ପ୍ରତ୍ୟେକ ଶ୍ରେଣୀର ମନିଟର, ଏବଂ ଶ୍ରେଣୀ ସୁପର ଭାଇଜର ମାନଙ୍କୁ ନେଇ ଶୃଙ୍ଖଳିତ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟି ସମ୍ପନ୍ନ ହୋଇଥିଲା ।

gyhhjj

Photograph: (kanaknews)

ସେକ୍ଟର -ସ୍ଥିତ ଡିସୋଜା ବିଦ୍ୟାଳୟର ଆଜି ବନ ମହୋତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ପିଲାମାନଙ୍କୁ ନେଇ ପାଳନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜୟୋତି ଗୁରୁଞ୍ୱାରା, ସହ ଅଧ୍ୟକ୍ଷା ଜୟିତା ନାୟକଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟକ୍ରମ ଟି ସଫଳ ହୋଇପାରିଛି । ବିଦ୍ୟାଳୟର ସବୁ କ୍ୟାବିନେଟ ସଦସ୍ୟମାନେ, ପ୍ରତ୍ୟେକ ଶ୍ରେଣୀର ମନିଟର, ଏବଂ ଶ୍ରେଣୀ ସୁପର ଭାଇଜର ମାନଙ୍କୁ ନେଇ ଶୃଙ୍ଖଳିତ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟି ସମ୍ପନ୍ନ ହୋଇଥିଲା ।  ଛାତ୍ରଛାତ୍ରୀମାନେ ବନ ମହୋତ୍ସବର ସ୍ଲୋଗାନ ଓ ବିଭିନ୍ନ ପ୍ଲାକାର୍ଡ ବନେଇ ସମସ୍ତଙ୍କ ଉତ୍ସାହ ବଢ଼ାଇ ଥିଲେ ।  କାର୍ଯ୍ୟକ୍ରମରେ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ  ଛାତ୍ରଛାତ୍ରୀମାନେ ନିଜ ନିଜ ଶ୍ରେଣୀ ଶିକ୍ଷୟିତ୍ରୀଙ୍କ ସହ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମଟିକୁ ଦେଖିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe