କନକ ବ୍ୟୁରୋ: କାଲିଠୁ  ଯୁକ୍ତ ଦୁଇ ନାମ ଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ।   ଜୁନ୍‌ ୩୦ ଯାଏଁ  ଅନ୍‌ଲାଇନ୍‌ ଆବେଦନ କରିପାରିବେ ଛାତ୍ରଛାତ୍ରୀ । SAMS ପୋର୍ଟାଲରେ ଆବେଦନ କରିବେ ଛାତ୍ରଛାତ୍ରୀ ।

Advertisment

 www.samsodisha.gov.in ରେ କରିବେ ଆବେଦନ । ଜୁଲାଇ  ୭ରେ ଆସିବ ପ୍ରଥମ ମେରିଟ୍‌ ଲିଷ୍ଟ ।  ୮ରୁ ୧୪ ଜୁଲାଇ  ମଧ୍ୟରେ ନାମଲେଖା ହେବ । ୨୪ ଜୁଲାଇରେ ପାଠ ପଢା ଆରମ୍ଭ ହେବ ।