ଘରୋଇ ମିଶନ ସ୍କୁଲର ଶିକ୍ଷୟିତ୍ରୀ ନିଖୋଜ: ଭଡାଘରୁ ୩ଦିନ ହେବ କୁଆଡେ ଚାଲିଯାଇଥିବା ଅଭିଯୋଗ

Advertisment

ଘରୋଇ ସ୍କୁଲର ମହିଳା ଷ୍ଟାଫ ନିଖୋଜ, ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ । ନୟାଗଡ଼ ଚାନ୍ଦପୁର ଥାନା ମଶାଣି ସାହିର ଏକ ଘରୋଇ ସ୍କୁଲରୁ ଏଭଳି ଖବର ସାମ୍ନାକୁ ଆସିଛି । ମହିଳା ଜଣକ କେରଳ ଥିରୁଅନନ୍ତପୁରମର ଶିବା ପ୍ରିୟା ବୋଲି ଜଣାପଡିଛି ।

school 1

କନକବ୍ୟୁରୋ :ଘରୋଇ ସ୍କୁଲର ମହିଳା ଷ୍ଟାଫ ନିଖୋଜ, ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ । ନୟାଗଡ଼ ଚାନ୍ଦପୁର ଥାନା ମଶାଣି ସାହିର ଏକ ଘରୋଇ ସ୍କୁଲରୁ ଏଭଳି ଖବର ସାମ୍ନାକୁ ଆସିଛି  । ମହିଳା ଜଣକ କେରଳ ଥିରୁଅନନ୍ତପୁରମର ଶିବା ପ୍ରିୟା ବୋଲି ଜଣାପଡିଛି । ଶିବା ପ୍ରିୟା ନିଜ ସ୍ବାମୀଙ୍କ ସହ ୫ ବର୍ଷ ହେବ ଏଠାରେ ରହି ଘରୋଇ ସ୍କୁଲରେ ଚାକିରୀ କରୁଥିଲେ । 

ଶିବା ପ୍ରିୟା ଅଫିସ ଷ୍ଟାଫ୍ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ବାମୀ ସ୍କୁଲର ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ରାତିରୁ ସେ ରହୁଥିବା ଭଡ଼ାଘରୁ ନିଖୋଜ ହୋଇଯାଇଛନ୍ତି । ବହୁ ଖୋଜାଖୋଜି ପରେ ମଧ୍ୟ ମହିଳା ଷ୍ଟାଫ୍ ଜଣଙ୍କର ପତ୍ତା ମିଳୁନାହିଁ । ଏନେଇ ଚାନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe