ମହାନଦୀକୁ ଡେଇଁପଡିଲେ ଛାତ୍ରୀ ; ପୋଲ ଉପରେ ସାଇକେଲ ରଖି ନଦୀକୁ ଡେଇଁଲେ

ମହାନଦୀକୁ ଡେଇଁପଡିଲେ ଛାତ୍ରୀ ; ପୋଲ ଉପରେ ସାଇକେଲ ରଖି ନଦୀକୁ ଡେଇଁଲେ, ସମ୍ବଲପୁର ଚାଉଁରପୁର ସ୍ଥିତ ମହାନଦୀ ଦ୍ୱିତୀୟ ସେତୁରେ ଅଘଟଣ, ପୋଲ ଉପରେ ସାଇକେଲ ରଖି ନଦୀକୁ ଡେଇଁଲେ ସ୍କୁଲ ଛାତ୍ରୀ,ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

mahanadi

କନକ ବ୍ୟୁରୋ: ପୁଣି ମହାନଦୀକୁ ଡେଇଁଲେ ଛାତ୍ରୀ। ସମ୍ବଲପୁର ଚାଉଁରପୁର ସ୍ଥିତ ମହାନଦୀ ଦ୍ୱିତୀୟ ସେତୁ ଉପରୁ ସ୍କୁଲ ଛାତ୍ରୀ ଡେଇଁପଡ଼ିଛନ୍ତି। ବ୍ରିଜ ଉପରେ ସାଇକେଲ ରଖି ଡେଇଁପଡିଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି ଆରମ୍ଭ ହୋଇଛି। 

ଗତ ୨ମାସରୁ ଅଧିକ ସମୟ ହେବ କ୍ରମାଗତ କିଛି ଦିନ ଅନ୍ତରରେ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଘଟୁଛି । ସମ୍ବଲପୁର ମହାନଦୀରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ନୂଆଁ ନୁହେଁ, ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ଏଭଳି ଅଘଟଣ ଘଟିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe