ଆତ୍ମହତ୍ୟାର ଅଜବ ଧମକ : ଭୁବନେଶ୍ବର ଗାନ୍ଧୀ ମାର୍ଗରେ ୭ ବର୍ଷର ଝିଅ ସହ ବାପା,ମାଆଙ୍କ ଆତ୍ମାହୁତି ଉଦ୍ୟମ

କଥା କଥା କେ ଆତ୍ମାହୁତି ଧମକ । ଭୁବନେଶ୍ବର ଲୋୟର ପିଏମ୍‌ଜିରେ ହାଇଡ୍ରାମା ।  ୭ ବର୍ଷର ଶିଶୁ କନ୍ୟାର ଦୂରାରୋଗ୍ୟ ଭଲ ହେଉନଥିବାରୁ ସପରିବାରର ଆତ୍ମାହୁତି ଉଦ୍ୟମ ।

62

Photograph: (kanaknews)

କନକବ୍ୟୁରୋ : କଥା କଥା କେ ଆତ୍ମାହୁତି ଧମକ । ଭୁବନେଶ୍ବର ଲୋୟର ପିଏମ୍‌ଜିରେ ହାଇଡ୍ରାମା ।  ୭ ବର୍ଷର ଶିଶୁ କନ୍ୟାର ଦୂରାରୋଗ୍ୟ ଭଲ ହେଉନଥିବାରୁ ସପରିବାରର ଆତ୍ମାହୁତି ଉଦ୍ୟମ । ବୌଦ୍ଧ କୌଟସିଂଘାରୁ ଆସିଥିବା ଦମ୍ପତ୍ତି ନିଜ ୭ ବର୍ଷର ଝିଅ ସହ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କୁ ପୁଲିସ ଅଟକାଇଛନ୍ତି । ଘଟଣାକୁ ନେଇ ଗାନ୍ଧୀ ମାର୍ଗରେ ପ୍ରବଳ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି ।   ଝିଅର ରୋଗକୁ ନେଇ ପ୍ରଥମେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ହେ ଲେ ଜିଲ୍ଲାପାଳ ଶୁଣିଲେନି ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିବା ପରିବାର ଲୋକ କହିଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe