କନକବ୍ୟୁରୋ : କଥା କଥା କେ ଆତ୍ମାହୁତି ଧମକ । ଭୁବନେଶ୍ବର ଲୋୟର ପିଏମ୍ଜିରେ ହାଇଡ୍ରାମା । ୭ ବର୍ଷର ଶିଶୁ କନ୍ୟାର ଦୂରାରୋଗ୍ୟ ଭଲ ହେଉନଥିବାରୁ ସପରିବାରର ଆତ୍ମାହୁତି ଉଦ୍ୟମ । ବୌଦ୍ଧ କୌଟସିଂଘାରୁ ଆସିଥିବା ଦମ୍ପତ୍ତି ନିଜ ୭ ବର୍ଷର ଝିଅ ସହ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କୁ ପୁଲିସ ଅଟକାଇଛନ୍ତି । ଘଟଣାକୁ ନେଇ ଗାନ୍ଧୀ ମାର୍ଗରେ ପ୍ରବଳ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ଝିଅର ରୋଗକୁ ନେଇ ପ୍ରଥମେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ହେ ଲେ ଜିଲ୍ଲାପାଳ ଶୁଣିଲେନି ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିବା ପରିବାର ଲୋକ କହିଛନ୍ତି ।
ଆତ୍ମହତ୍ୟାର ଅଜବ ଧମକ : ଭୁବନେଶ୍ବର ଗାନ୍ଧୀ ମାର୍ଗରେ ୭ ବର୍ଷର ଝିଅ ସହ ବାପା,ମାଆଙ୍କ ଆତ୍ମାହୁତି ଉଦ୍ୟମ
କଥା କଥା କେ ଆତ୍ମାହୁତି ଧମକ । ଭୁବନେଶ୍ବର ଲୋୟର ପିଏମ୍ଜିରେ ହାଇଡ୍ରାମା । ୭ ବର୍ଷର ଶିଶୁ କନ୍ୟାର ଦୂରାରୋଗ୍ୟ ଭଲ ହେଉନଥିବାରୁ ସପରିବାରର ଆତ୍ମାହୁତି ଉଦ୍ୟମ ।
/kanak/media/media_files/2025/08/12/62-2025-08-12-12-43-24.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)