ରାଜଧାନୀରେ ପୁଣି ଷ୍ଟୋନମ୍ୟାନ ଆତଙ୍କ ଚର୍ଚ୍ଚା : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଜଣା ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା

ରାଜଧାନୀରେ ଷ୍ଟୋନ୍ ମ୍ୟାନ ଆତଙ୍କ, ଅଜଣା ଯୁବକଙ୍କୁ ପଥରରେ ଛେଚି ହତ୍ୟା , ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ ।  ଘଟଣା ସ୍ଥାଳରେ କମିସନରେଟ ପୋଲିସର ଟିମ୍ ପହଁଚି ତନାଘନା କରୁଛି ।

bbsr

Photograph: (kanaknews)

କନକବ୍ୟୁରୋ : ରାଜଧାନୀରେ ଷ୍ଟୋନ୍ ମ୍ୟାନ ଆତଙ୍କ, ଅଜଣା ଯୁବକଙ୍କୁ ପଥରରେ ଛେଚି ହତ୍ୟା , ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ ।  ଘଟଣା ସ୍ଥାଳରେ କମିସନରେଟ ପୋଲିସର ଟିମ୍ ପହଁଚି ତନାଘନା କରୁଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବୟସ ପାଖାପାଖି ୨୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।  ଏଥିସହ ଏହି ଘଟଣାରେ କିଏ ଓ କାହିଁକି ଏପରି ହତ୍ୟାକାଣ୍ତ କରିଛି ସେ ନେଇ ଅଧିକ ତଦନ୍ତ ଚଲାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe