ବଜେଟ୍‌ ପରେ ଆଜି ଖୋଲିବ ସେୟାର ବଜାର : କେମିତି ରହିବ କାରବାର ତାହା ଉପରେ ରହିବ ସମସ୍ତଙ୍କ ନଜର

Advertisment

ଆଜି କେମିତି ରହିବ ସେୟାର ବଜାର। ବଜେଟ୍ ପରେ ଆଜି ଖୋଲିବ ସେୟାର ବଜାର। ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଇନ୍‌କମ୍ ଟ୍ୟାକ୍ସ ଛାଡ ସହ ଅନେକ ବଡ଼ ଘୋଷଣା କରିଥିଲେ । 

ଆଜି କେମିତି ରହିବ ସେୟାର ବଜାର। ବଜେଟ୍ ପରେ ଆଜି ଖୋଲିବ ସେୟାର ବଜାର। ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଇନ୍‌କମ୍ ଟ୍ୟାକ୍ସ ଛାଡ ସହ ଅନେକ ବଡ଼ ଘୋଷଣା କରିଥିଲେ । 

BAJAR

BAJAR Photograph: (KanakNews)

କନକବ୍ୟୁରୋ : ଆଜି କେମିତି ରହିବ ସେୟାର ବଜାର। ବଜେଟ୍ ପରେ ଆଜି ଖୋଲିବ ସେୟାର ବଜାର। ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଇନ୍‌କମ୍ ଟ୍ୟାକ୍ସ ଛାଡ ସହ ଅନେକ ବଡ଼ ଘୋଷଣା କରିଥିଲେ ।   ଏହା ସତ୍ବେ ବଜେଟ ଦିନ ସେୟାର ବଜାରରେ ସୁଧାର ଆସିନଥିଲା ।  ବଜେଟକୁ ଆଖି ଆଗରେ ରଖି ଛୁଟି  ଦିନରେ ମଧ୍ୟ ସେୟାର ମାର୍କେଟକୁ ଖୋଲା ରଖାଯାଇଥିଲା  ।

ବଜେଟ ଘୋଷଣା ଆରମ୍ଭରୁ ସେୟାର ମାର୍କେଟ ମଧ୍ୟ ଅପ ଟ୍ରେଣ୍ଡରେ ଚାଲୁଥିଲା। ହେଲେ କିଛି ସମୟ ପରେ ହଠାତ ସେୟାର ବଜାର କ୍ରାସ୍ କରିବା ସ୍ଥିତି ଉପୁଜିଥିଲା ।  ନିଫ୍ଟି ହେଉ କି ବ୍ୟାଙ୍କ ନିଫ୍ଟି, ସେନସେକ୍ସ ହେଉ ଅବା ଫିନ୍ ନିଫ୍ଟି, ସମସ୍ତ ଇଣ୍ଡେକ୍ସ ଦ୍ରୁତ ଗତିରେ ତଳମୁହାଁ ହୋଇଯାଇଥିଲା ।  ବଜେଟ ପାଇଁ ସେୟାର ମାର୍କେଟ ଉପରକୁ ଯିବ  ବୋଲି  ଆଶା କରି ଯେଉଁ ନିବେଶକ ମାନେ ଟଙ୍କା ନିବେଶ କରିଥିଲେ,  ସେମାନଙ୍କର ଆଖିପିଛୁଳାକେ ଲକ୍ଷ ଲକ୍ଷ ଟଙ୍କା ବୁଡିଯାଇଥିଲା। ତେବେ ଆଜି ବଜାର ଖୋଲିବା ପରେ କାରବାର ଉପରେ ନଜର ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe