କନକ ବ୍ୟୁରୋ : ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ଚଳିତ ଥର ହେବ ହୋମ ଷ୍ଟେ ବ୍ୟବସ୍ଥା, ଲୋକଙ୍କ ଘରେ ରହିବେ ଅତିଥି। ଲୋକେ ନିଜ ଘରେ ପ୍ରବାସୀ ଅତିଥି ମାନଙ୍କୁ ରଖିବାକୁ ରଖିବାକୁ ପୋର୍ଟାଲ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ। ଏବେ ସୁଦ୍ଧା ପାଖାପାଖି ୩୦୦ ରୁମ୍ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ହାଇ ପାୱାର କମିଟିରେ ବୈଠକ ଶେଷ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us