କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ନିଯୁକ୍ତି । ଖୁବଶୀଘ୍ର ନିଯୁକ୍ତ ହେବେ ୨୨ ହଜାର ୮୯୬ କର୍ମଚାରୀ । ୧୦ ବିଭାଗର ଗ୍ରୁପ-ସିର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।  ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ନିର୍ଦ୍ଦେଶ । ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ସର୍ବାଧିକ ୮ ହଜାର ୩୫୮ ଜଣଙ୍କୁ ନିଯୁକ୍ତି ମିଳିବ। ପଂଚାୟତିରାଜ ବିଭାଗର ୪ ହଜାର ୪୨, ସ୍ୱାସ୍ଥ୍ୟ ବିଭାଗରେ ୩ ହଜାର ୬୭୭ ପଦବୀ ପୂରଣ ହେବ। ୧୦ ବିଭାଗରେ ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ । ୧୦ଟି ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

Advertisment

କେଉଁ ବିଭାଗରେ କେତେ ଫାଙ୍କା?
୧୦ ବିଭାଗର ଗ୍ରୁପ-ସିର ୨୨ ହଜାର ୮୯୬ ପଦବୀ ପୂରଣ ହେବ
ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ସର୍ବାଧିକ ୮,୩୫୮ ଜଣଙ୍କୁ ନିଯୁକ୍ତି ମିଳିବ
ପଂଚାୟତିରାଜ ବିଭାଗର ୪୦୪୨, ସ୍ୱାସ୍ଥ୍ୟ ବିଭାଗରେ ୩ ,୬୭୭ ପଦବୀ ପୂରଣ ହେବ
କୃଷି ଓ କୃଷକ ଶଶକ୍ତିକରଣ ବିଭାଗରେ ୧୪୭୯ ପଦବୀ ପୂରଣ ହେବ
୧୦ଟି ବିଭାଗରେ ଖାଲି ୪୪,୯୦୯ ପଦବୀ ୨୨, ୮୯୬ ପଦବୀ ପୂରଣ ହେବ
ରାଜସ୍ବ ଓ ପ୍ରାକୃତିକ ବିପର୍ୟ୍ୟୟରେ ୧୩୭୧, ଜଙ୍ଗଲ ବିଭାଗରେ ୧୧୯୩ ପଦବୀ ପୂରଣ ହେବ