ନୂଆ ଓ ଯୋଜନା ବନ୍ଦ କଲେ ରାଜ୍ୟ ସରକାର: ପିଜି-ୟୁଜି ପିଲାଙ୍କୁ ଆର୍ଥିକ ସହାୟତା ପାଇଁ ଆସିବ ନୂଆ ଯୋଜନା

Advertisment

ନୂଆ ଓ ଯୋଜନା ବନ୍ଦ କଲେ ରାଜ୍ୟ ସରକାର । ଚଳିତ ବଜେଟରେ କୌଣସି ବ୍ୟୟ ଅଟକଳ ହୋଇନି । ବିଧାନସଭାରେ ସ୍ପଷ୍ଟ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । ବିଧାୟକ ଚକ୍ରମଣି କହଁର କରିଥିଲେ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି କଥା କହିଛନ୍ତି ।

Updated On

ନୂଆ ଓ ଯୋଜନା ବନ୍ଦ କଲେ ରାଜ୍ୟ ସରକାର । ଚଳିତ ବଜେଟରେ କୌଣସି ବ୍ୟୟ ଅଟକଳ ହୋଇନି । ବିଧାନସଭାରେ ସ୍ପଷ୍ଟ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । ବିଧାୟକ ଚକ୍ରମଣି କହଁର କରିଥିଲେ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି କଥା କହିଛନ୍ତି ।

ଅଦ୍ୟତନ ହୋଇଛି
rgrgr

କନକ ବ୍ୟୁରୋ: ନୂଆ ଓ ଯୋଜନା ବନ୍ଦ କଲେ ରାଜ୍ୟ ସରକାର । ଚଳିତ ବଜେଟରେ କୌଣସି ବ୍ୟୟ ଅଟକଳ ହୋଇନି । ବିଧାନସଭାରେ ସ୍ପଷ୍ଟ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । ବିଧାୟକ ଚକ୍ରମଣି କହଁର କରିଥିଲେ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି କଥା କହିଛନ୍ତି । ସେହିପରି ପିଜି-ୟୁଜି ପିଲାଙ୍କୁ ଆର୍ଥିକ ସହାୟତା ପାଇଁ ଆସିବ ନୂଆ ଯୋଜନା । ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟ ନାମକ ଏକ ଯୋଜନା ପ୍ରଣୟନ କରୁଛନ୍ତି । ଏହାର ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe