ରାଜ୍ୟ ସରକାରଙ୍କୁ ସାର ଚିନ୍ତା ; ସାର ସଂକଟ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Advertisment

ଅନେକ ଦିନ ଧରି ଲାଗି ରହିଥିବା ସାର ସଙ୍କଟକୁ ନେଇ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ।  ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ଖାଦ୍ୟ ଖାଉଟି ଓ  ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମତେ ଅନ୍ୟ ମନ୍ତ୍ରୀ ଉପସ୍ଥିତ ରହିବେ । 

20

କନକ ବ୍ୟୁରୋ : ରାଜ୍ୟରେ ସାର ସଙ୍କଟ, ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅନେକ ଦିନ ଧରି ଲାଗି ରହିଥିବା ସାର ସଙ୍କଟକୁ ନେଇ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ।  ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ଖାଦ୍ୟ ଖାଉଟି ଓ  ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମତେ ଅନ୍ୟ ମନ୍ତ୍ରୀ ଉପସ୍ଥିତ ରହିବେ । 

ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ  ଦେଖିବାକୁ ମିଳିଛି । କିଛି ଜିଲ୍ଲା ପ୍ୟାକ୍ସ ଓ ଲାମ୍ପସ୍ରେ ସାର କଳାବଜାରୀ ମଧ୍ୟ ଅଭିଯୋଗ ଆସିଛି । ଏନେଇ ଗତକାଲି  ସବୁ ଜିଲ୍ଲାକୁ ସମବାୟ ବିଭାଗର ଚିଠି କରିଥିଲା ।  କଳାବଜାରୀ ରୋକିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର ସଙ୍କଟର ସମୀକ୍ଷା କରିବେ । ଗଲା କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ସାର କଳାବଜାରୀର ଖବର ସାମ୍ନାକୁ ଆସୁଛି। ଚାଷୀ ମାନେ ସାର ପାଇଁ ଦିନରାତି ଏକ କରି ଧାଡ଼ି ଲଗାଉଥିଲେ ମଧ୍ୟ ସାର ମିଳୁନଥିବା ଅଭିଯୋଗ ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe