ଓଡିଶାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ; ସଙ୍କଳ୍ପ ଯାତ୍ରାରେ ହେବେ ସାମିଲ

ଓଡିଶାରେ ପହଞ୍ଚିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ।  କଂଗ୍ରେସର ସଂକଳ୍ପ ପଦଯାତ୍ରାରେ ହେବେ ସାମିଲ ।  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ସଂକଳ୍ପ ନେବେ ନେତା ଓ କର୍ମୀ  । 

Congress

Congress Photograph: (kanakNews)

କନକ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ । ରାଜ୍ୟ ପ୍ରଭାରୀଙ୍କୁ ଭୁବନେଶ୍ବର ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । କଂଗ୍ରେସର ସଂକଳ୍ପ ପଦଯାତ୍ରାରେ ହେବେ ସାମିଲ୍ । ପିପିଲିରୁ ପଦଯାତ୍ରାରେ ସାମିଲ ହେବେ । ଆଜି ସଂକଳ୍ପ ପଦଯାତ୍ରାର ଆଜି ଅନ୍ତିମ ଦିନ। ପୁରୀରେ ପହଂଚିବ ଏହି ପଦଯାତ୍ରା । ସକାଳୁ ପଦଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ କଂଗ୍ରେସ କର୍ମୀ । ନବନିଯୁକ୍ତ ପିସିସି ସଭାପତି ଭକ୍ତ ଦାସଙ୍କ ଆହ୍ବାନରେ ଆରମ୍ଭ ହୋଇଛି ଏହି ପଦଯାତ୍ରା। ଭୁବନେଶ୍ବରରୁ ଆରମ୍ଭ ହୋଇ ଏହା ଶ୍ରୀକ୍ଷେତ୍ର ଯାଏଁ ଚାଲିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe