କନକ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ । ରାଜ୍ୟ ପ୍ରଭାରୀଙ୍କୁ ଭୁବନେଶ୍ବର ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । କଂଗ୍ରେସର ସଂକଳ୍ପ ପଦଯାତ୍ରାରେ ହେବେ ସାମିଲ୍ । ପିପିଲିରୁ ପଦଯାତ୍ରାରେ ସାମିଲ ହେବେ । ଆଜି ସଂକଳ୍ପ ପଦଯାତ୍ରାର ଆଜି ଅନ୍ତିମ ଦିନ। ପୁରୀରେ ପହଂଚିବ ଏହି ପଦଯାତ୍ରା । ସକାଳୁ ପଦଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ କଂଗ୍ରେସ କର୍ମୀ । ନବନିଯୁକ୍ତ ପିସିସି ସଭାପତି ଭକ୍ତ ଦାସଙ୍କ ଆହ୍ବାନରେ ଆରମ୍ଭ ହୋଇଛି ଏହି ପଦଯାତ୍ରା। ଭୁବନେଶ୍ବରରୁ ଆରମ୍ଭ ହୋଇ ଏହା ଶ୍ରୀକ୍ଷେତ୍ର ଯାଏଁ ଚାଲିବ।
ଓଡିଶାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ; ସଙ୍କଳ୍ପ ଯାତ୍ରାରେ ହେବେ ସାମିଲ
ଓଡିଶାରେ ପହଞ୍ଚିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ। କଂଗ୍ରେସର ସଂକଳ୍ପ ପଦଯାତ୍ରାରେ ହେବେ ସାମିଲ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ସଂକଳ୍ପ ନେବେ ନେତା ଓ କର୍ମୀ ।
/kanak/media/media_files/2025/02/20/uayPXNt2PEoekaPe7oP0.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)