ରାଜ୍ୟ ବିଜେପିର କୋର କମିଟି ବୈଠକ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପସ୍ଥିତ ଅଛନ୍ତି ତିନି ପ୍ରଭାରୀ

Advertisment

ରାଜ୍ୟ ବିଜେପିର କୋର କମିଟି ବୈଠକ ବସିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପସ୍ଥିତ ଅଛନ୍ତି ତିନି ପ୍ରଭାରୀ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ରାଜ୍ୟ ବିଜେପିର କୋର କମିଟି ବୈଠକ ବସିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପସ୍ଥିତ ଅଛନ୍ତି ତିନି ପ୍ରଭାରୀ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

wsdw

କନକ ବ୍ୟୁରୋ: ରାଜ୍ୟ ବିଜେପିର କୋର କମିଟି ବୈଠକ ବସିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପସ୍ଥିତ ଅଛନ୍ତି ତିନି ପ୍ରଭାରୀ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏହି ବୈଠକରେ ଦଳର ଆଗାମୀ ଦିନର ରଣନୀତି ବାବଦରେ ଆଲୋଚନା ଚାଲିଛି । ଚଳିତଥର ସଦସ୍ୟତା ଅଭିଯାନରେ କୋଟିଏ ଲୋକଙ୍କୁ ଯୋଡିବା ଲକ୍ଷ୍ୟ ଥିବାରୁ ଏବାବଦରେ ମଧ୍ୟ ଆଲୋଚନା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe