କନକ ବ୍ୟୁରୋ: ମନମୋହନଙ୍କ ନୂଆ ଟିମ୍ । ଘୋଷଣା ହେଲା ବିଜେପି ରାଜ୍ୟ ପଦାଧିକାରୀ ନୂଆ ତାଲିକା । ଏଥିରେ ୧୦ ଜଣ ଉପସଭାପତି, ୪ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକଙ୍କୁ ସ୍ଥାନ ମିଳିଛି । ମୋଟ ୨୬ ଜଣଙ୍କ ନାଁ ଘୋଷଣା କରିଛି ରାଜ୍ୟ ବିଜେପି ।
- ଉପସଭାପତି ବନିଛନ୍ତି ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ
- ରମେଶ ଚନ୍ଦ୍ର ସାହୁ, କେ. ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର ପଣ୍ଡା
- ସିପ୍ରା ବାଜପେୟୀ, ସୁଦର୍ଶନ ଗୋୟଲ ଓ ବିଷ୍ଣୁ ଦାସଙ୍କୁ ଉପସଭାପତି ଦାୟିତ୍ବ
- ରାଜ୍ୟ ବିଜେପିରେ ୪ ଜଣଙ୍କୁ ମିଳିଛି ସାଧାରଣ ସମ୍ପାଦକ ପଦ
- ବିରଞ୍ଚି ତ୍ରିପାଠୀ, ସାରଦା ଶତପଥୀ, ସୀମାଞ୍ଚଳ ଖଟେଇ ଓ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ
- ସମ୍ପାଦକ ଭାବେ ୧୦ ଜଣଙ୍କ ନାଁ ଘୋଷଣା କରିଛି ବିଜେପି
- କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ ପ୍ରମୁଖଙ୍କୁ ସମ୍ପାଦକ ଦାୟିତ୍ବ
ରାଜ୍ୟ ବିଜେପିର ନୂଆ ଟିମ ଘୋଷଣା, ମନମୋହନଙ୍କ ଟିମରେ ସ୍ଥାନ ପାଇଲେ ୧୦ ଉପସଭାପତି
ତାଲିକାରେ ୧୦ ସମ୍ପାଦକଙ୍କ ନାଁ । ଅନେକ ନୂଆ ମୁହଁକୁ ମିଳିଲା ସୁଯୋଗ ।
/kanak/media/media_files/2025/10/16/manmohan-samal-2025-10-16-19-38-56.jpg)