କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ଛୁରାମାଡ଼ ହୋଇଛି । ଗଣ୍ଡଗୋଳ ବଢ଼ିବାରୁ ଦୁଇ ଜଣଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି ଅନ୍ୟ ଗୋଷ୍ଠୀ । ଦୁଇଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଗତକାଲି ସୋସିଆଲ ମିଡିଆରେ ଷ୍ଟାଟସ ଦେବାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆଜି କମ୍ପ୍ରୋମାଇଜ କରିବା ପାଇଁ ଗୋଟିଏ ଗୋଷ୍ଠୀକୁ ଡାକିଥିଲା ଆଉ ଏକ ଗୋଷ୍ଠୀ । କମ୍ପ୍ରୋମାଇଜ ବେଳେ ହୋଇଥିଲା ଗଣ୍ଡଗୋଳ । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି ।
ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ଛୁରାମାଡ଼; ଦୁଇଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ଗତକାଲି ସୋସିଆଲ ମିଡିଆରେ ଷ୍ଟାଟସ ଦେବାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆଜି କମ୍ପ୍ରୋମାଇଜ କରିବା ପାଇଁ ଗୋଟିଏ ଗୋଷ୍ଠୀକୁ ଡାକିଥିଲା ଆଉ ଏକ ଗୋଷ୍ଠୀ ।
/kanak/media/media_files/2025/04/10/oakTs9T1dNYyNemfCwkg.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)