କନକ ବ୍ୟୁରୋ : ନବାଗତ ଏମ୍.ବି.ଏ, ଏମ୍.ସି.ଏ, ବି.ସି.ଏ. ଏବଂ ବି.ବି.ଏ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ଉତ୍ସବ “ଆରୋହଣ - ୨୦୨୫” ଇନଷ୍ଟିଚ୍ୟୁସନ ଅଫ୍ ଇଂଜିନିଅରିଂ କନଫରେନ୍ସ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଆଇ.ଆଇ.ଟି. ଭୁବନେଶ୍ୱର ରେଜିଷ୍ଟାରର ଫ୍ରଫେସର ବାମଦେବ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାଗତ ସମାରୋହ ଉତ୍ସବଟିକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ନିଜର ବ୍ୟବହାରିକ ଜୀବନ ଶୈଳୀର ପରିବ ର୍ନ, ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ଏବଂ କର୍ମମୟ ଜୀବନରେ ନୈତିକତା ପ୍ରତି ବିଶେଷ ଧ୍ୟାନଦେଲେ ଭବିଷ୍ୟତରେ ଉ ମ ପରି·ଳକ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । କଗ୍ନିଜାର ଉପସଭାପତି ତଥା କେନ୍ଦ୍ର ମୁଖ୍ୟ ଶତୀସ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମ୍ୟାନେଜମେ ଏବଂ ଆ.ଟି. ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥିର କରିବା ସହ ଏବଂ ସଫଳତା ହାସଲ କରିବା ପାଇଁ ନିଜକୁ ପ୍ରତିଜ୍ଞାବଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଜୀବନରେ ସଫଳତା ହାସଲ କରିବା ପାଇଁ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନକରି ନଜର ଲକ୍ଷ୍ୟପଥରେ ସ୍ଥିର ରହିବା ଦରକାର ଏବଂ ବ ର୍ମାନ ସମାଜରେ ନଜକୁ ଚରିତ୍ରବାନ କରିବା ସହିତ ସମାଜର ପ୍ରଗତିରେ ନଜକୁ ସାମିଲ୍ କରିବା ଦରକାର ବୋଲି ନିଜର ଅଭିଭାଷଣ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ରାମକୋ ସିମେ ପ୍ରା.ଲିଃ.ର ମହା ପ୍ରବନ୍ଧକ ପ୍ରତୀକ କୁମାର ରାୟ ସମୟୋପଯୋଗୀ ପାଠ୍ୟକ୍ରମ ସହିତ ଦୈନଦିନ ବିଶ୍ୱର ଖବର ଉପରେ ଜ୍ଞାନ ଆହରଣ କରିବା ଜରୁରୀ ଯାହାଦ୍ୱାରା ନିଜକୁ ପରିବ ର୍ନଶୀଳ କରିବା ସହିତ କର୍ପୋରେଟ୍ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିପାରିବ ଏବଂ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ଉପରେ ନିଜକୁ ଉପଯୁକ୍ତ ପରି·ଳକ ରୂପେ ପ୍ରତିଷ୍ଠିତ କରିବାକୁ ହେଲେ ନମ୍ରତା ଭଳି ଗୁଣାବଳୀର ଅଧିକାରୀ ହେବାକୁ ପଡ଼ିବ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସୃଷ୍ଟି ଏକାଡ଼େମୀର ଅଧ୍ୟକ୍ଷ ପ୍ରଫେସର୍ ଉମାକାନ୍ତ ଦାଶ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ନିଜର ଲକ୍ଷ୍ୟସ୍ଥଳରେ ପହ ôବା ପାଇଁ ଉପଦେଶ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଇଂ ସରୋଜ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ମ୍ୟାନେଜ୍ମେ ୍ ଆଇ.ଟି. ସେକ୍ଟରରେ ଥିବା ନିଯୁକ୍ତି ଭି ିକ ଗୁଣାତ୍ମକ ଶିକ୍ଷା ଉପରେ ଫୋକସ୍ କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଅନୁଷ୍ଠାନର ଦୀର୍ଘ ୨୩ ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଡିନ୍ (ପ୍ଲେସମେ ) ଡଃ. ଗଙ୍ଗାଧର ମିଶ୍ର ଛାତ୍ରଛାତ୍ରୀମାନେ ନିଜକୁ ଶୃଙ୍ଖଳିତ ଏବଂ ପରିମାର୍ଜିତ କରିବା ସହ ଦୈନଦିନ ପାଠ୍ୟକ୍ରମରେ ନିଜକୁ ଅଧିକରୁ ଅଧିକ ନିୟୋଜିତ ରଖିବାର ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଦାସ ସମସ୍ତ ଅତିଥିମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ଡିନ୍ (ପ୍ଲେସମେ ) ଡଃ. ଗଙ୍ଗାଧର ମିଶ୍ର ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ଅଧ୍ୟାପିକା କଲ୍ୟାଣି ସେନାପତି, ଅଧ୍ୟାପକ ଜାକି ସମୀର ଖାନ୍, ଅନୁଜ୍ଞା ପ୍ରଭା ମଞ୍ଜରୀ, ନୀର୍ମଳ ରାଉତରାଏ, ସନ୍ଧ୍ୟା ଦର୍ଶନ ଦାଶ, ଦ୍ରୌପଦୀ ମିଶ୍ର ଏବଂ ଏମ.ବି.ଏ ବିଭାଗୀୟ ମୁଖ୍ୟ ଡଃ ପ୍ରଜ୍ଞା ପାରମିତା ଷଫଙ୍ଗୀ କାର୍ଯ୍ୟକ୍ରମ ପରି·ାଳନା କାରିବାରେ ସହାୟକ କରିଥିଲେ ।
ସୃଷ୍ଟି ଏକାଡ଼େମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ନବାଗତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମାରୋହ ଉତ୍ସବ : ଆରୋହଣ – ୨୦୨୫
କଗ୍ନିଜାର ଉପସଭାପତି ତଥା କେନ୍ଦ୍ର ମୁଖ୍ୟ ଶତୀସ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମ୍ୟାନେଜମେ ଏବଂ ଆ.ଟି. ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥିର କରିବା ସହ ଏବଂ ସଫଳତା ହାସଲ କରିବା ପାଇଁ ନିଜକୁ ପ୍ରତିଜ୍ଞାବଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଜୀବନରେ ସଫଳତା ହାସଲ କରିବା ପାଇଁ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନକରି ନଜର ଲକ୍ଷ୍ୟପଥରେ ସ୍ଥିର ରହିବା ଦରକାର ଏବଂ ବ ର୍ମାନ ସମାଜରେ ନଜକୁ ଚରିତ୍ରବାନ କରିବା ସହିତ ସମାଜର ପ୍ରଗତିରେ ନଜକୁ ସାମିଲ୍ କରିବା ଦରକାର ବୋଲି ନିଜର ଅଭିଭାଷଣ ରଖିଥିଲେ ।
/kanak/media/media_files/2025/09/03/5555-2025-09-03-19-05-00.jpg)