କନକ ବ୍ୟୁରୋ: କିଛି ବ୍ୟବସାୟୀ ଶ୍ରୀମନ୍ଦିର ବାହାରେ ଖଜା ବକ୍ରି କରୁଛନ୍ତି। ଏହାକୁ ମହାପ୍ରସାଦ ବୋଲି କହି ଶ୍ରଦ୍ଧାଳୁଙ୍କୁ ବିକ୍ରି କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ, ଏଭଳି କାର୍ୟ୍ୟରୁ ବିରତ ରହିବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଏ ନିୟମ ନମାନନ୍ତି ତେବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ପୂର୍ବରୁ ମଧ୍ୟ ଏନେଇ ବ୍ୟବସାୟୀଙ୍କୁ ବାରମ୍ବାର ତାଗିଦ୍ କରାଯାଇଥିଲେ ବି କୌଣସି ପରିବର୍ତ୍ତନ ଲକ୍ଷ୍ୟ ନହେବାରୁ ଏଭଳି ତାଗିଦ କରିଛନ୍ତି ପ୍ରଶାସକ ।
ମହାପ୍ରସାଦ ନାଁରେ ଖଜା ବିକ୍ରି ମନା; ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ
ମହାପ୍ରସାଦ ନାଁରେ ଖଜା ବିକ୍ରି ମନା; ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା।
/kanak/media/media_files/2025/01/04/EVZX5ymQPytDmX0hzUux.jpg)