କନକ ବ୍ୟୁରୋ: ସ୍ପାଇଡ଼ର ସତ୍ତିର କୁକୁରଙ୍କୁ ନେଇ ଚର୍ଚ୍ଚା । ଯହାର ଫଟୋ ଏବେ ଭାଇରାଲ ହେଉଛି । ଦୁଇ ଦୁଇଟି ପତ୍ନୀ ଓ ଗାର୍ଲଫ୍ରେଣ୍ଡ ପରେ, କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସତ୍ତି ଓ କୁକୁରଙ୍କ ଖେଳିବା ପାଇଁ ପାଇଁ ଲକ୍ଷେ ଟଙ୍କିଆ "ବଲ" କିଣିଥିଲା ସ୍ପାଇଡର ଓ ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ ଗୋଟିଏ ଥର ଚୋରି ପରେ ୱେଟ ଲସ ପାଇଁ ଡ଼ାଏଟ ପ୍ଲାନ ବି କରୁଥିଲା ଓ ଜିମରେ ରହୁଥିଲା, କାନ୍ଥ ଚଢିବାର ଟେକନିକ ବି ଶିଖୁଥିଲା ଓ ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା ସ୍ପାଇଡର ଓ ଦିନକୁ ଖର୍ଚ୍ଚ ହେଉଥିଲା ୪ ହଜାରରୁ ଅଧିକ । ବରିଷ୍ଠ କଂଗ୍ରେସ ନେତାଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିବା ଅଭିଯୋଗରେ ବିଶାଖାପଟାଣାରୁ ସ୍ପାଇଡରକୁ କାବୁ କରିଛି କମିଶନରେଟ୍ ପୋଲିସ । ସ୍ପାଇଡର ପାଖରୁ ସୁନା ଗହଣା, ହୀରା, ଓ ଟଙ୍କା ଜବତ କରିଛି ପୋଲିସ ।
କୁକୁର ପାଇଁ ଲକ୍ଷେ ଟଙ୍କିଆ ବଲ୍ ଆଣିଥିଲା ସ୍ପାଇଡର ସତ୍ତି । ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା ।
ଗୋଟିଏ ଗୋଟିଏ ଥର ଚୋରି ପରେ ୱେଟ ଲସ ପାଇଁ ଡ଼ାଏଟ ପ୍ଲାନ ବି କରୁଥିଲା ଓ ଜିମରେ ରହୁଥିଲା, କାନ୍ଥ ଚଢିବାର ଟେକନିକ ବି ଶିଖୁଥିଲା ଓ ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା ସ୍ପାଇଡର ଓ ଦିନକୁ ଖର୍ଚ୍ଚ ହେଉଥିଲା ୪ ହଜାରରୁ ଅଧିକ ।
/kanak/media/media_files/2025/02/14/sEd6W5R5En99VDDwlJVq.jpg)