କନକ ବ୍ୟୁରୋ : କଟକରେ ମୋ ବସ୍ ଦ୍ରୁତଗତି ଯୋଗୁଁ ଦୁର୍ଘଟଣା ଘଟଣା । ଏନେଇ ହସ୍ତକ୍ଷେପ କଲେ ହାଇକୋର୍ଟ । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସହର ମଧ୍ୟରେ ଦ୍ରୁତଗତି ଉପରେ କଟକଣା ଲାଗୁ କରିବା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
ପୂର୍ବରୁ ମଧ୍ୟ ଦ୍ରୁତଗତି କାରଣରୁ ଅନେକ ଥର ମୋ ବସ ଦୁର୍ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ତେବେ ଏନେଇ ନିଜ ଆଡୁ ହସ୍ତକ୍ଷେପ କଲେ ହାଇକୋର୍ଟ । ଦ୍ରୁତଗତି ଉପରେ କଟକଣା ଲାଗୁ କରିବା ପାଇଁ ହାଇକୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/6cYQFfcIg2wUv6ZnLLxU.jpg)