ଦୀପାବଳି ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍: ଭାରତୀୟ ରେଳବାଇର ଘୋଷଣା

ଭାରତୀୟ ରେଳବାଇ ଦିଲ୍ଲୀ ପାଟନା ମଧ୍ୟରେ ବନ୍ଦେ ଭାରତ ଓ ତେଜସ୍ ଟ୍ରେନ୍ ଚାଲିବା ନେଇ ଘୋଷଣା କରଛି । ଏହା ବିଷେଶକରି ପର୍ବପର୍ବାଣୀ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବୋଲି କୁହାଯାଇଛି ।

dwd

କନକ ବ୍ୟୁରୋ: ଆଜିକାଲି ସମୟରେ ଅଧିକାଂଶ ଲୋକେ ଚାକିରି କରିବା ପାଇଁ ଘରଠୁ ଦୂରରେ ରହୁଛନ୍ତି । ଯେତେବେଳେ ପର୍ବପର୍ବାଣିର କଥା ଆସେ ସମସ୍ତେ ନିଜ ଘରଲୋକଙ୍କ ପାଖକୁ ଫେରିବାକୁ ଚାହାନ୍ତି । କିନ୍ତୁ ଏହି ସମୟରେ ପ୍ରାୟତଃ ସମସ୍ତେ ନିଜ ଘରକୁ ବାହାରିଥିବାରୁ କିଛି ଲୋକ ଟିକେଟ୍ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ବିଷେଶକରି ଘରଠୁ ଦୂରରେ ରହୁଥିବା ଲୋକମାନେ ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ନିଜ ଘରକୁ ଫେରିବାକୁ ଚାହାନ୍ତି । ଏହାକୁ ନଜରରେ ରଖି ଭାରତୀୟ ରେଳବାଇ ଦିଲ୍ଲୀ ପାଟନା ମଧ୍ୟରେ ବନ୍ଦେ ଭାରତ ଓ ତେଜସ୍ ଟ୍ରେନ୍ ଚାଲିବା ନେଇ ଘୋଷଣା କରଛି । ଏହା ବିଷେଶକରି ପର୍ବପର୍ବାଣୀ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe